ହ୍ଵାଟସଆପ୍ରେ ଡାଉନଲୋଡ କରନ୍ତୁ ଏହି ଫିଚର ମିଳିବ କ୍ୟାସବ୍ୟାକ, ଏପରି ଉଠାନ୍ତୁ ଲାଭ
ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ମଧ୍ୟରୁ ହ୍ଵାଟସଆପ୍ ଏହାର ଉପଭୋକ୍ତାଙ୍କୁ ଅନେକ ଆକର୍ଷଣୀୟ ଫିଚର ପ୍ରଦାନ କରେ ଏବଂ ପ୍ରତ୍ୟେକ ଅପଡେଟ୍ ସହିତ କିଛି ନୂଆ ଆଣିଥାଏ । ରିପୋର୍ଟ ଅନୁସାରେ ଯେଉଁମାନେ ଆପର ଏକ ନିର୍ଦ୍ଦିଷ୍ଟ ଫିଚର ବ୍ୟବହାର କରିବେ। ହ୍ଵାଟସଆପ୍ ସେହି ଉପଭୋକ୍ତାଙ୍କୁ…