ରୁବୈୟା ସୟଦ୍ଙ୍କୁ ତାଙ୍କ ଅପହରଣ ମାମଲାରେ ସିବିଆଇ କୋର୍ଟଙ୍କ ସମନ; ଜୁଲାଇ ୧୫ରେ ହାଜର ହେବାକୁ ନିର୍ଦ୍ଦେଶ
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦ ସୟଦ୍ଙ୍କ ଝିଅ ରୁବୈୟା ସୟଦ୍ଙ୍କୁ ସିବିଆଇ କୋର୍ଟ ସମନ ପଠାଇଛି। ୧୯୮୯ ମସିହାରେ ତାଙ୍କ ଅପହରଣ ସହ ଜଡ଼ିତ ମାମଲାରେ ରୁବୈୟାଙ୍କୁ ଜୁଲାଇ ୧୫ରେ ହାଜର ହେବାକୁ ସମନ ଜାରି କରାଯାଇଛି।
ତେବେ ଏହା ପ୍ରଥମ ଥର ଯେ ରୁବୈୟା ସୟଦ୍ଙ୍କୁ…