Browsing Tag

CBSE

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbse.gov.in ଏବଂ results.cbse.nic.inରେ ମିଳିପାରିବ ରେଜଲ୍ଟ । 7738299899କୁ ଏସଏମ୍‌ଏସ ପଠାଇ ମଧ୍ୟ ଜାଣିପାରିବେ ପରୀକ୍ଷା ଫଳ । ଚଳିତବର୍ଷ ପରୀକ୍ଷା ଦେଇଛନ୍ତି ୨୧,୧୬,୨୯୦ ଛାତ୍ରଛାତ୍ରୀ। ସୂଚନା ଥାଉକି, ଏପ୍ରିଲ ୨୬ରୁ ମେ’ ୨୪ ଯାଏ…

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ଫଳ, ୯୨.୭୧ % ପାସ୍ ହାର

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ। www.cbse.nic.in ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ। ଦ୍ୱାଦଶରେ ପରୀକ୍ଷ ଦେଇଥିଲେ ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ। ପାସ୍ ହାର ରହିଛି ୯୨.୭୧ % । ୯୪.୫୪% ଛାତ୍ରୀ ଓ ୯୧.୨୫% ଛାତ୍ର ପାସ୍‌।  ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ପିଲାଙ୍କ…

CBSE ଦଶମ ଓ ଦ୍ୱାଦଶ ଫଳାଫଳ ଆଜି ହୋଇପାରେ ପ୍ରକାଶିତ, ଚେକ୍‌ କରିବା ପାଇଁ ଏହି ଲିଙ୍କରେ କରନ୍ତୁ କ୍ଲିକ

CBSE ଦଶମ ଦ୍ୱାଦଶ ଟର୍ମ -୨ ଫଳାଫଳ ଆଜି ପ୍ରକାଶିତ ହେବାର ସମ୍ଭାବନା ଅଛି। ତେବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) CBSE ଦଶମ ଦ୍ୱାଦଶ ଫଳାଫଳ ଘୋଷଣା ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରି ନାହିଁ। ଏହାପୂର୍ବରୁ ବୋର୍ଡ ଅଧିକାରୀମାନେ କହିଥିଲେ ଯେ ମୂଲ୍ୟାଙ୍କନ…

ଆଜିଠୁ CBSE ଦଶମ ଓ ଦ୍ଵାଦଶ ବୋର୍ଡ ଟର୍ମ-୨ ପରୀକ୍ଷା, ସଭିଏଁ ମାନିବେ କୋଭିଡ କଟକଣା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି CBSE ଦଶମ ଓ ଦ୍ଵାଦଶ ବୋର୍ଡ ଟର୍ମ-୨ ପରୀକ୍ଷା। ଦିନ ୧୦ଟା ୩୦ରେ ପରୀକ୍ଷା ଦେବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ୧୨ଟା ୩୦ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବେ। ସମସ୍ତ ପରୀକ୍ଷା କୋଭିଡ କଟକଣା ଭିତରେ ହେବ । ଚଳିତ…

ସିବିଏସଇର ବୋର୍ଡ ପରୀକ୍ଷା ପାଇଁ ୨୦୨୩ ସିଲାବସ୍‌ ଘୋଷଣା, ହେବନି ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ୯ମ, ୧୦, ଏକାଦଶ ଏବଂ ଦ୍ୱାଦଶ ପରୀକ୍ଷାକୁ ନେଇ ସିଲାବସ୍‌ ଘୋଷଣା କରିଛି। ଦଶମ ଏବଂ ଦ୍ୱାଦଶ ସିଲାବସ୍‌ ୨ଟି ଟର୍ମରେ ବିଭକ୍ତ ନ ହୋଇ ପରୀକ୍ଷା ଗୋଟିଏ ଏକାଡେମୀ ସେସନରେ ହେବ ବୋଲି ଘୋଷଣା ହୋଇଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସିବିଏସଇର ଅଧିକାରକ…

୨୬ଏପ୍ରିଲରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା

କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯାୟ ପରୀକ୍ଷା ୨୬ଏପ୍ରିଲରୁ ଆରମ୍ଭ ହେବ । ଯଦିଓ ତାରିଖର ଲିଷ୍ଟ ପରେ ଆସିବ । କିନ୍ତୁ ବଡକଥା ପରୀକ୍ଷା ଅଫଲାଇନରେ ହେବ । ପୂର୍ବରୁ କରୋନା କାଳରେ ଦଶମ ଓ ଦ୍ୱାଦଶର ପରୀକ୍ଷା ଦୁଇଟି ପର୍ଯାୟରେ କରିବାକୁ…

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସାମ୍ପଲ ପେପର ପାଟର୍ନରେ ହେବ ପରିବର୍ତ୍ତନ, ଏମିତି କରନ୍ତୁ ଡାଉନଲୋଡ

ସିବିଏସଇ ଜାନୁଆରୀ ୨୦୨୨ରେ ଟର୍ମ ୨ ସାମ୍ପଲ ପେପରରେ ଏକ ବଡ ପରିବର୍ତ୍ତନ କରି ଅପଲୋଡ କରିବା ପାଇଁ ପ୍ଲାନିଙ୍ଗ କରୁଛି । ଏହା ହେବା ପଛର କାରଣ ହେଉଛି ଓମିକ୍ରନ, କୋଭିଡ ଭାରିଏଣ୍ଟ ଓମିକ୍ରନ ବର୍ତ୍ତମାନ ଦିନକୁ ଦିନ ବଢିବାରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଡ.ଜୋସେଫ ଇମାନୁଏଲ CBSEକୁ ଦୁଇ…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ : ଏହି ୨ଟି ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ

କେନ୍ଯୁଜ୍: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । CBSE  ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । cbseresult.nic.in ଓ cbse.gov.in ୨ଟି ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। କରୋନା ପାଇଁ ଏଥର ପରୀକ୍ଷା ବାତିଲ୍‌ କରାଯାଇଥିଲା। ରେଜଲ୍ଟ ପାଇଁ ବିକଳ୍ପ ମୂଲ୍ୟାୟନ କରିଛି CBSE।

ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ , ପାସ୍‌ କରିଛନ୍ତି ୯୯.୩୭% ଛାତ୍ରଛାତ୍ରୀ

କେନ୍ଯୁଜ୍: ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ । CBSE ଦ୍ୱାଦଶରେ ୯୯.୩୭% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୯୯.୬୭ ପ୍ରତିଶତ ଛାତ୍ରୀ ଓ ୯୯.୧୩ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ୭୦ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ଏକ ଲକ୍ଷ ୫୦ ହଜାର…

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ ଖସଡ଼ା, ଦୁଇଟି ଟର୍ମରେ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍‌କୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍‌ଇର ସ୍ପେଶାଲ ସ୍କିମ୍‌। ୨୦୨୧-୨୨ ଶିକ୍ଷା ବର୍ଷରେ ଦୁଇଟି ଟର୍ମରେ ବୋର୍ଡ ପରୀକ୍ଷା ଦେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ଏହାସହ ସିଲାବସ୍‌କୁ ତର୍କସଙ୍ଗତ କରାଯିବ। ପ୍ରତି ଟର୍ମ ଶେଷରେ…

ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ଦ୍ୱାଦଶ ଅଫଲାଇନ ପରୀକ୍ଷା, ଆଜି ସୁପ୍ରିମକୋର୍ଟରେ ମୂଲ୍ୟାୟନ ଶୁଣାଣି

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଇଚ୍ଛାଧିନ ଅଫଲାଇନ୍‌ ପରୀକ୍ଷା। ଜୁଲାଇ ୩୧ ତାରିଖରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ସୋମବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା…

କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ, ଦୁଇ ସପ୍ତାହ ଭିତରେ ହେବ ସ୍ପଷ୍ଟ

କେନ୍ୟୁଜ୍(ବ୍ୟୁରୋ):  କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ । ଏନେଇ ଦୁଇ ସପ୍ତାହ ଭିତରେ ସ୍ପଷ୍ଟ ହେବ । ବିଚାରବିମର୍ଶ ଜାରି ରହିଛି । ସୂଚନା ଦେଇଛନ୍ତି ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ । ବିଶେଷଜ୍ଞ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛନ୍ତି । କେମିତି ଓ କେଉଁ…