Browsing Tag

cbse board exam

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ଫଳ, ୯୨.୭୧ % ପାସ୍ ହାର

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ। www.cbse.nic.in ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ। ଦ୍ୱାଦଶରେ ପରୀକ୍ଷ ଦେଇଥିଲେ ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ। ପାସ୍ ହାର ରହିଛି ୯୨.୭୧ % । ୯୪.୫୪% ଛାତ୍ରୀ ଓ ୯୧.୨୫% ଛାତ୍ର ପାସ୍‌।  ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ପିଲାଙ୍କ…

ଆଜିଠୁ CBSE ଦଶମ ଓ ଦ୍ଵାଦଶ ବୋର୍ଡ ଟର୍ମ-୨ ପରୀକ୍ଷା, ସଭିଏଁ ମାନିବେ କୋଭିଡ କଟକଣା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି CBSE ଦଶମ ଓ ଦ୍ଵାଦଶ ବୋର୍ଡ ଟର୍ମ-୨ ପରୀକ୍ଷା। ଦିନ ୧୦ଟା ୩୦ରେ ପରୀକ୍ଷା ଦେବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ୧୨ଟା ୩୦ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବେ। ସମସ୍ତ ପରୀକ୍ଷା କୋଭିଡ କଟକଣା ଭିତରେ ହେବ । ଚଳିତ…

୧୦ମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷାକୁ ନେଇ ବଡ ଘୋଷଣା କରିପାରେ ସିବିଏସସି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସସି ୧୦ ମ ଓ ଦ୍ୱାଦଶ ଟର୍ମ -୨ ବୋର୍ଡ ପରୀକ୍ଷାକୁ ନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ ବଡ ଘୋଷଣା କରିପାରେ । ଦେଶ ବ୍ୟାପି କରୋନାର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଥିବାବେଳେ ଟର୍ମ -୨ ପରୀକ୍ଷା ଆୟୋଜନ ନେଇ ଏକ ଅନିଶ୍ଚିତତା…

ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ ଲାଇନ, ଦେଖନ୍ତୁ କଣ ସବୁ ରହିଛି ନିୟମ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସ୍ସିର ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପରୀକ୍ଷାକୁ ନେଇ ସିବିଏସସି ତରଫରୁ ଗାଇଡ଼ଲାଇନ ଜାରି କରାଯାଇଛି । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପରୀକ୍ଷା ହଲରେ ମାତ୍ର ୧୮ ଜଣ ପିଲା…

ଏଥର କେମିତିି ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ଏଗଜାମ? ପରୀକ୍ଷା ରଦ୍ଦ କରିବାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଏଥର ଅନ ଲାଇନ ନା ଅଫଲାଇନ । କେମିତିି ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ଏଗଜାମ। ପରୀକ୍ଷା ରଦ୍ଦ କରିବାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଏଏମ୍‌ ଖାନଭିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସବୁ ରାଜ୍ୟର ବୋର୍ଡ, ସିବିଏସି ଓ ICSEକୁ ଜବାବ ମାଗିଛନ୍ତି…

୨୬ଏପ୍ରିଲରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା

କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯାୟ ପରୀକ୍ଷା ୨୬ଏପ୍ରିଲରୁ ଆରମ୍ଭ ହେବ । ଯଦିଓ ତାରିଖର ଲିଷ୍ଟ ପରେ ଆସିବ । କିନ୍ତୁ ବଡକଥା ପରୀକ୍ଷା ଅଫଲାଇନରେ ହେବ । ପୂର୍ବରୁ କରୋନା କାଳରେ ଦଶମ ଓ ଦ୍ୱାଦଶର ପରୀକ୍ଷା ଦୁଇଟି ପର୍ଯାୟରେ କରିବାକୁ…

CBSE ବୋର୍ଡର ବଡ଼ ନିଷ୍ପତ୍ତି, ପରେ ପରୀକ୍ଷା ଦେଇପାରିବେ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ୍ ସିବିଏସଇ ପକ୍ଷରୁ ଟର୍ମ ୧ ବୋର୍ଡ ପରୀକ୍ଷା (CBSE class 10th and 12th Term 1 Board Exam) ର ତାରିଖ ଘୋଷଣା କରାଯାଇଛି। ଏଥିସହ ବୋର୍ଡ ପକ୍ଷରୁ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ…

ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ଦ୍ୱାଦଶ ଅଫଲାଇନ ପରୀକ୍ଷା, ଆଜି ସୁପ୍ରିମକୋର୍ଟରେ ମୂଲ୍ୟାୟନ ଶୁଣାଣି

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଇଚ୍ଛାଧିନ ଅଫଲାଇନ୍‌ ପରୀକ୍ଷା। ଜୁଲାଇ ୩୧ ତାରିଖରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ସୋମବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା…

ଦିଲ୍ଲୀରେ କରୋନା ଯୋଗୁଁ ସ୍ଥିତି ବେହାଲ, CBSE ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ କେନ୍ଦ୍ରକୁ ଦାବି କଲେ କେଜ୍ରିୱାଲ

ଦେଶରେ କରୋନା ଭାଇରସର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପୁଣି ଥରେ କରୋନା ମହାମାରୀ ଯୋଗୁଁ ସ୍ଥିତି ବେହାଲ ହେଲାଣି। ପ୍ରତିଦିନ ଏଠାରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି । ଗତ ଦିନରେ ଦିଲ୍ଲୀରେ ୧୧୪୯୧ କରୋନା ମାମଲା ଚିହ୍ନଟ ହୋଇଛି । ୭୨ ଜଣ ଲୋକଙ୍କର…

ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଆସନ୍ତାକାଲି ଘୋଷଣା ହେବ ତାରିଖ, ଟ୍ଵିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷାବର୍ଷରେ CBSE ବୋର୍ଡ ପରୀକ୍ଷା କେବେ ହେବେ ସେନେଇ ଆସନ୍ତାକାଲି ଜଣାପଡ଼ିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ତାରିଖ କାଲି ସଂଧ୍ୟା ୬ଟାରେ ଘୋଷଣା କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।…

CBSE Board Exam : ଆଜି ସନ୍ଧ୍ୟା ୫ଟାରେ ଜାରି କରାଯିବ ଦଶମ ଏବଂ ଦ୍ଵାଦଶ ଡେଟସିଟ

ନୂଆଦିଲ୍ଲୀ : ସିବିଏସଇ ବୋର୍ଡର ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ନେଇ ବଡ ଘୋଷଣା କରାଯାଇଛି। ୧ ରୁ ନେଇ ୧୫ ତାରିଖ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ଏବଂ ଦ୍ଵାଦଶରେ ବାକି ରହିଯାଇଥିବା ପରୀକ୍ଷା ପାଇଁ ଡେଟସିଟର ଘୋଷଣା ଆଜି ସନ୍ଧ୍ୟା ସୁଦ୍ଧା କରିଦିଆଯିବ। ମାନବ ସଂଶୋଧନ ବିକାଶ ମନ୍ତ୍ରୀ…

ଚାଲିଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଆଜି ଇଂରାଜୀ ପରୀକ୍ଷା ଦେଉଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର: ଚାଲିଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ଗତ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ସିବିଏସ୍‌ଇ ଏଗ୍‌ଜାମ ଆରମ୍ଭ ହୋଇଛି । ଆଜି ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରତିଦିନ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ…