ସିବିଏସଇର ବୋର୍ଡ ପରୀକ୍ଷା ପାଇଁ ୨୦୨୩ ସିଲାବସ୍ ଘୋଷଣା, ହେବନି ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା
କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ୯ମ, ୧୦, ଏକାଦଶ ଏବଂ ଦ୍ୱାଦଶ ପରୀକ୍ଷାକୁ ନେଇ ସିଲାବସ୍ ଘୋଷଣା କରିଛି। ଦଶମ ଏବଂ ଦ୍ୱାଦଶ ସିଲାବସ୍ ୨ଟି ଟର୍ମରେ ବିଭକ୍ତ ନ ହୋଇ ପରୀକ୍ଷା ଗୋଟିଏ ଏକାଡେମୀ ସେସନରେ ହେବ ବୋଲି ଘୋଷଣା ହୋଇଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସିବିଏସଇର ଅଧିକାରକ…