Browsing Tag

ccoronavirus updates

ରାଜ୍ୟରେ ୨୪ ଘଣ୍ଟାରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି କୋରନା ଗ୍ରାଫ୍‌। ଓଡ଼ିଶାରେ ଲାଗାତର ଦୁଇ ଦିନ ଧରି ୧ ହଜାର ତଳେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮୭୨ । ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି ।…

କରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ: ୨୦୧୫ରେ ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦ୍ୱାରା ତୃତୀୟ ବିଶ୍ୱ ଯୁଦ୍ଧ ଲଢ଼ି ହେବ । ୨୦୧୫ ରେ ଏଭଳି ଆଲୋଚନା କରିଥିଲେ ଚୀନ୍‌ ବୈଜ୍ଞାନିକ । ଅଷ୍ଟ୍ରେଲିଆର ଓ୍ଵିକେଣ୍ଡ ମାଗାଜିନ୍‌ରେ ଏଭଳି ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, କରୋନା ଭାଇରସ୍‌କୁ କିଭଳି ଅସ୍ତ୍ର କରିହେବ ସେ ନେଇ…

ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ବର: ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ ଯାଜପୁରରୁ ୩୧,ଜଗତସିଂପୁରରୁ ୨୩, ଭଦ୍ରକରୁ ୨୧,କେନ୍ଦ୍ରାପଡାରୁ ୮,ଖୋଦ୍ଧାରୁ ୪,ଅନୁଗୁଳରୁ ୨,ବାଲେଶ୍ବରରୁ ୨,ସମ୍ବଲପୁରରୁ ୨,କଟକ ୪,ପୁରୀ ୪ ଏବଂ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକା…

କରୋନା ଅପଡେଟ୍‍ : ଗୋଟିଏ ଦିନରେ ସାମ୍ନାକୁ ଆସିଲା ୪୯୮୭ ମାମଲା, ୧୨୦ ଲୋକଙ୍କ ମୃତ୍ୟୁ

କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୮୭ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୦ ଜଣଙ୍କ ପ୍ରାଣ ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ…

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୫୬୮

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ୬୫ ମଧ୍ୟରୁ ୬୨ ଜଣ…

କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ: ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ…

ସମ୍ବଲପୁର: କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସାମାଜିକ ଦୁରତ୍ୱ ରଖିବା ପାଇଁ ସହରରେ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବଜାର ଖୋଲା ରଖିବା ପାଇଁ ନିୟମ ହୋଇଛି। ଏହାସହ ବିନା ହେଲମେଟ୍‌ରେ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ…

ଗଞ୍ଜାମ: କରୋନା ମୁକାବିଲା ନେଇ ବରଗାଁର ଘରେ ଘରେ ଲାଗିଛି ଶପଥ ପତ୍ର, ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଚାରିଆଡେ…

ଭଞ୍ଜନଗର : ଘରେ ଘରେ ପଡିଛି ଲକ୍ଷ୍ମଣ ରେଖା । ପ୍ରତି ଘର ଆଗରେ ଲାଗିଛି ଶପଥ ପତ୍ର । ଶପଥ ପତ୍ରରେ ଘରୁ ନ ବାହାରିବା ପାଇଁ ଶପଥ କରିଛନ୍ତି ଘର ଲୋକେ । କୌଣସି ଗୋଟିଏ ବି ଘର ଏଥିରୁ ବାଦ୍ ପଡିନାହାନ୍ତି । ପ୍ରତି ସାହିରେ କରୋନା ମୁକାବିଲା ପାଇଁ ହାତ ଧୋଇବା ନେଇ ବ୍ଯବସ୍ଥା କରାଯାଇଛି ।…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା, ଏଯାଏ ଗଲାଣି ୫୬ଟି ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨୦୮୮ରେ ପହଁଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୬ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।…

ଭଦ୍ରକ ଜିଲ୍ଲାରେ କଡାକଡି ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ, ଆଜିଠାରୁ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍

ଭଦ୍ରକ : ଭଦ୍ରକ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ। ଆଜିଠାରୁ ଜିଲ୍ଲାର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ଦିନ ୧୦ଟା ପରେ ସହର ମଧ୍ୟକୁ କାହାରିକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଦିନରେ ଗୋଟିଏ ଥର ସକାଳ ୬ଟାରୁ…

ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ କରୁଛି ମାଲକାନାଗିରି ଜିଲ୍ଲା ପ୍ରଶାସନ, ଲକ୍‌ ଡାଉନରେ ବି ରାତିରେ ଆରାମ୍‌ରେ…

ମାଲକାନାଗିରି: ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ । ମାଲକାନାଗିରି ଜିଲ୍ଲାରେ ଲକ୍‌ ଡାଉନ୍‌ରେ ଘୋଷଣା ପରେ ବି ରାତିରେ ଆରାମ୍‌ରେ ଲୋକେ ସହର ଭିତରେ ବୁଲାବୁଲି କରୁଛନ୍ତି । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ଜିଲ୍ଲା ସଦର ମହକୁମାର ଡିଏନ୍‌କେ ଛକ, କଲେଜ…

ଆନ୍ଧ୍ରପ୍ରଦେଶ ବର୍ଡର ଠାରୁ ୧୬କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଫସିରହିଛନ୍ତି ୧୨ଜଣ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ…

ଗଂଜାମ : ନିଜ କର୍ମସ୍ଥଳୀକୁ ଫେରିପାରୁଛନ୍ତି ନା ନିଜ ଭିଟାମାଟିକୁ ଆସିପାରୁଛନ୍ତି । ମଝି ରାସ୍ତାରେ ଫସିରହିଛନ୍ତି ଓଡିଆ ଶ୍ରମିକ । ଏବେ ପୋଲିସ ଭୟରେ ଅଧାରାସ୍ତାରେ ଜଙ୍ଗଲିଆ ଅଞ୍ଚଳରେ ଲୁଚିରହିଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ମେଣ୍ଟପୁର ଗାଁର ୧୨ଜଣ ଦାଦନ ଶ୍ରମିକ ।…

ବିଶ୍ୱରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୨୪ ହଜାର ଟପିଲା, ସ୍ପେନ୍‌ରେ ଗୋଟିଏ ଦିନରେ ୭୧୮ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା। ମୃତ୍ୟୁସଂଖ୍ୟା ୨୪ ହଜାରରୁ ଉର୍ଦ୍ଧ୍ୱ ଟପିଛି। ଏଯାଏ ୫.୩୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨୩ ହଜାର ୯୪୨ ଲୋକ ସୁସ୍ଥହୋଇ ଫେରିଛନ୍ତି। ସେହିପରି ସ୍ପେନ୍‌ରେ ଅଣାୟତ ହୋଇପଡିଛି ସ୍ଥିତି। ଇଟାଲୀ ପରେ ସ୍ପେନ୍‌ରେ ଅଧିକ…