ପିଜି ହଷ୍ଟେଲରେ ଯୁବତୀଙ୍କୁ ଜାବୁଡ଼ି ଧରିଲେ ସିକ୍ୟୁରିଟି ଗାର୍ଡ! ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ…
ଦିଲ୍ଲୀର କରୋଲ ବାଗସ୍ଥିତ ଏକ ଘରୋଇ ପିଜି ହଷ୍ଟେଲରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଘଟଣାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହେବା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଗତ ୧୩ ତାରିଖର ବୋଲି କୁହାଯାଉଛି। ଘଟଣା ପରଦିନ ପୀଡ଼ିତା ଯୁବତୀ ହଷ୍ଟେଲ ଖାଲି କରି ଦେଇଥିବା…