Browsing Tag

cds bipin rawat

ଆସିଲା ବିପିନ ରାୱତଙ୍କ ହେଲିକପ୍ଟର କ୍ରାସର ତଦନ୍ତ ରିପୋର୍ଟ: ଜାଣନ୍ତୁ କଣ ଥିଲା କାରଣ

କେନ୍ୟୁଜ୍(ବ୍ୟୁରୋ):ଆସିଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସର ତଦନ୍ତ ରିପୋର୍ଟ । କୌଣସି ଯାନ୍ତ୍ରିକ ତ୍ରୁଟିରୁ ଦୁର୍ଘଟଣା ହୋଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହପଛରେ କୌଣସି ଆତ୍ମଘାତୀ କାର୍ଯ୍ୟକଳାପ ନାହିଁ । କିମ୍ବା କୌଣସି ଅବହେଳାକୁ ଏଥିପାଇଁ ଦାୟୀ…

ବୀର ବାଦ୍ୟରେ କମ୍ପିଲା ଦିଲ୍ଲୀ ବ୍ରାର ସ୍କୋୟାର ଶ୍ମଶାନ ଘାଟ, ପଞ୍ଚଭୂତରେ ବିଲୀନ ହେଲା ସିଡିଏସ ଜେନେରାଲ୍‌ ବିପିନ…

କେନ୍ୟୁଜ୍(ବ୍ୟୁରୋ):ଗର୍ଜିଲା ତୋପ । ବୀର ବାଦ୍ୟରେ କମ୍ପିଲା ଦିଲ୍ଲୀ ବ୍ରାର ସ୍କୋୟାର ଶ୍ମଶାନ ଘାଟ । ବିପିନ୍‌ ରାଓ୍ଵତ ଅମର ରହେ ସ୍ଲୋଗାନରେ ମୁଖରିତ ହେଲା ଗଗନ ପବନ। ଉଡ଼ିଲା ତ୍ରିରଙ୍ଗା । ୧୭ ତୋପ ସଲାମୀ । ୮୦୦ ସେନା କର୍ମଚାରୀ । ସାମରିକ ମର୍ଯ୍ୟାଦା ସହ ବୀର ପୁତ୍ରଙ୍କୁ ଅନ୍ତିମ ବିଦାୟ…

ଅନ୍ତିମ ଯାତ୍ରାରେ ସିଡିଏସ୍‌ ଜେନେରାଲ୍‌ ରାଓ୍ଵତ,ପଞ୍ଚଭୂତରେ ହେବେ ବିଲୀନ

କେନ୍ୟୁଜ୍(ବ୍ୟୁରୋ): ଅନ୍ତିମ ଯାତ୍ରାରେ ସିଡିଏସ୍‌ ଜେନେରାଲ୍‌ ରାଓ୍ଵତ । ଆଜି ପଞ୍ଚଭୂତରେ ବିଲୀନ ହେବେ ବୀର ପୁତ୍ର ସିଡିଏସ ଜେନେରାଲ ବିପିନ ରାୱତ । ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଉଛି ଶ୍ମଶାନ ଘାଟ । ଦିଲ୍ଲୀର କାମରାଜ ମାର୍ଗ ସ୍ଥିତ ବାସଭବନରୁ ମର ଶରୀରକୁ ସୁସଜ୍ଜିତ ସେନାର…

ଛାଡ଼ି ଚାଲିଗଲେ ବାପା, ମା’… ଦୁଇ ଝିଅ ଶେଷ ଥର ପାଇଁ କଫିନକୁ ଚୁମ୍ବନ ଦେବା ବେଳେ ସମସ୍ତଙ୍କ ଆଖି ଛଳଛଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦେଶର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଭାରତର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍) ଜେନେରାଲ୍ ବିପିନ ରାୱତ, ତାଙ୍କ ସ୍ତ୍ରୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ୍ ଏସ୍ ଲିଦ୍ଦରଙ୍କ ସହ ଅନ୍ୟ ୧୦ ପ୍ରତିରକ୍ଷା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ସେନା ହେଲିକପ୍ଟର ଦୁର୍ଘଟଣାରେ ଚୀନ ପ୍ରତି ଘନଉଛି ସନ୍ଦେହ, କାରଣ ଜାଣିବାକୁ ସାରା ଦେଶର ଉତ୍କଣ୍ଠା

ସେନା ହେଲିକପ୍ଟର ଦୁର୍ଘଟଣାର କାରଣ ଜାଣିବାକୁ ସାରା ଦେଶର ଉତ୍କଣ୍ଠା । ବିଶ୍ୱର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର MI-୧୭ରେ ଯାତ୍ରା ଏତେ ଅସୁରକ୍ଷିତ କିଭଳି ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ବିଶେଷକରି ଜଣେ ଅଭିଜ୍ଞ ଏବଂ ସୁଦକ୍ଷ ପାଇଲଟ ଏହାର ଉଡ଼ାଣ କରୁଥିଲେ । ଏଭଳି ଭୟାନକ ଘଟଣା…

ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ୍ ବିପିନ ରାଓ୍ଵତ, ଅନ୍ତିମ ଦର୍ଶନ ପରେ ଦିଲ୍ଲୀ କ୍ୟାଣ୍ଟ ବରାଡ଼ ସ୍କୋୟାରରେ ହେବ…

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ ବିପିନ ରାଓ୍ଵତ । ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀର ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ଏହାପୂର୍ବରୁ ସାଧାରଣ ଲୋକଙ୍କ ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ ରାଓ୍ଵତଙ୍କ ବାସଭବନରେ ରଖାଯିବ । ଆଜି କାରଜ ମାର୍ଗସ୍ଥିତ…

ଦିଲ୍ଲୀରେ ପହଞ୍ଚିଲା ମୃତ ସିଡିଏସ୍‌ ବିପିନ ରାଓ୍ଵତଙ୍କ ସମେତ ୧୩ ଜଣଙ୍କର ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୋଦି…

କେନ୍ୟୁଜ୍(ବ୍ୟୁରୋ): ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ମୃତ ସିଡିଏସ୍‌ ବିପିନ ରାଓ୍ଵତଙ୍କ ସମେତ ୧୩ ଜଣଙ୍କର ପାର୍ଥିବ ଶରୀର ଦିଲ୍ଲୀରେ ପହଞ୍ଚିଛି । ବାୟୁସେନାର ସ୍ୱତନ୍ତ୍ର ବିମାନଯୋଗେ ସୁଲୁରରୁ ମର ଶରୀର ଅଣାଯାଇଛି । ପାଲାମ ଏୟାରବେସରେ ରଖାଯାଇଛି ସମସ୍ତଙ୍କର ମର ଶରୀର । ବର୍ତ୍ତମାନ…

ଦୁର୍ଘଟଣାଗ୍ରସ୍ତ Mi-17V5 ଫ୍ଲାଇଟର ବ୍ଲାକ୍‌ ବକ୍ସ ଉଦ୍ଧାର, ଜଣାପଡ଼ିବ କି ଅଘଟଣର କାରଣ?

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ Mi-17V5ର ଫ୍ଲାଇଟ ଡାଟା ରେକର୍ଡର ଓ କକ୍‌ପିଟ ଭଏସ ରେକର୍ଡରକୁ ଉଦ୍ଧାର କରାଯାଇଛି। ବାୟୁସେନାର ଟିମ୍‌ ଏହାକୁ ଉଦ୍ଧାର କରିଛି। ଏହାସହ ତାମିଲନାଡୁ ଫରେନ୍‌ସିକ ସାଇନ୍‌ସ ଡିପାର୍ଟମେଣ୍ଟର ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି। ବ୍ଲାକ୍‌ ବକ୍ସ ଜରିଆରେ ଶେଷ…

ହେଲିକପ୍ଟର ଦୁର୍ଘଟଣା ପରେ ଜୀବିତ ଥିଲେ CDS ବିପିନ ରାଓ୍ଵତ, ଶରୀରର ତଳ ଭାଗ ଗମ୍ଭୀର ରୂପେ ଜଳି ଯାଇଥିଲା; ଉଦ୍ଧାରକାରୀ…

ହେଲିକପ୍ଟର ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ଵତ ଦୁର୍ଘଟଣା ପରେ ମଧ୍ୟ ଜୀବିତ ଥିଲେ। ଏପରି କି, ତାଙ୍କୁ Mi-17V5ର ଧ୍ୱଂସାବଶେଷରୁ ବାହାର କରାଯିବା ବେଳେ ସେ ହିନ୍ଦୀରେ ନିଜ ନାମ ମଧ୍ୟ କହିଥିଲେ। ଉଦ୍ଧାରକାରୀ ଦଳର ଜଣେ…

ଆସନ୍ତାକାଲି ହେବ ସିଡିଏସ ବିପିନ ରାଓ୍ଵତ ଓ ପତ୍ନୀ ମଧୁଲିକାଙ୍କ ଅନ୍ତିମ ସଂସ୍କାର, ସଂଧ୍ୟାରେ ଦିଲ୍ଲୀ ପହଞ୍ଚିବ…

ନୂଆଦିଲ୍ଲୀ(କେନ୍ଯୁଜ୍): ସଂଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀର । ବିପିନ ରାଓ୍ଵତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର । ଆଜି ହେଲିକପ୍‌ଟର ଦୁର୍ଘଟଣା ନେଇ ସଂସଦରେ ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।…

ପିତାଙ୍କ ପଥକୁ ଅନୁସରଣ କରି ତାଙ୍କ ଠାରୁ ପାଇଥିଲେ ସାହସ ଓ ଶକ୍ତି, କିଛି ଏମିତି ଥିଲା ସିଡିଏସ୍‌ ବିପିନ୍‌ ରାଓ୍ଵତଙ୍କ…

ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା ହେଲିକପ୍ଟର। ଭିତରେ ବସିଥିଲେ ଭାରତର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ଵତ୍‌। ସାଙ୍ଗରେ ଥିଲେ ପତ୍ନୀ ମଧୁଲିକା ରାଓ୍ଵତଙ୍କ ସମେତ ଅନ୍ୟ ୧୪ ଜଣ ଯାତ୍ରୀ। ୱେଲିଂଟନ୍ ରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇଥିଲେ । ୱେଲିଂଟନ୍ ରେ ଏୟାର ଫୋର୍ସର ଏକ କଲେଜରେ…

ଓଡ଼ିଶାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧନ କରିବେ ସିଡିଏସ ଜେନେରାଲ ବିପିନ ରାୱତ

ଭୁବନେଶ୍ୱର(କେ ନ୍ୟୁଜ):  ଓଡ଼ିଶାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧନ କରିବେ ସିଡିଏସ ଜେନେରାଲ ବିପିନ ରାୱତ । ଓଡ଼ିଶା ପୋଲିସର ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଦେବେ ଉଦ୍‌ବୋଧନ । ଡିସେମ୍ବର ୨୭ତାରିଖରୁ ଏହି ସମ୍ମିଳନୀ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୮…