Browsing Tag

chain snatching

ଯାଜପୁର: ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର, ଗାଡ଼ିରୁ ଖସି ପଡି ମହିଳା…

କେନ୍ୟୁଜ୍(ବ୍ୟୁରୋ):  ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ। ବେକରୁ ସୁନା ଚେନ ଲୁଟିବା ସମୟରେ ମହିଳା ଜଣକ ଯାଉଥିବା ବାଇକରୁ ଖସିପିଡ଼ି ଗୁରୁତର ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ନାକପୋଲ-ସାରୋଇକୁ ସଂଯୋଗ କରୁଥିବା…

ରାଜଧାନୀରେ ପୁଣି କଳା ପଲସର ଆତଙ୍କ: ଫୁଲ ତୋଳିବା ବେଳେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌

ଭୁବନେଶ୍ୱର: ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ଫୁଲ ତୋଳିବା ବେଳେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌ । ଭୁବନେଶ୍ୱର ନୀଳାଦ୍ରି ବିହାର ପ୍ରାଚୀ ଏନ୍‌କ୍ଲେଭ ସମ୍ମୁଖରେ ଏଭଳି ଘଟଣା ଘଟିଛି । ଆଜି ଭୋରରୁ ମହିଳା ଜଣଙ୍କ ଫୁଲ ତୋଳିବା ବେଳେ ୩ ଜଣ ଯୁବକ ବାଇକ୍‌ରେ ଆସି ଆକ୍ରମଣ…

ଭୁବନେଶ୍ବର: ଫୋନରେ ଗପି ଗପି ଆସିଲେ ଆଉ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

ଖୋର୍ଦ୍ଧା(କେନ୍ୟୁଜ୍): କେଇଦିନ ପରେ ଭୁବନେଶ୍ବର କଳିଙ୍ଗବିହାରରେ  ପୁଣି ମାତିଲେ ଚେନ ଲୁଟେରା। ପଡୋଶୀଙ୍କ ସହ ଘର ବାହାରେ କଥା ହେବା ବେଳେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ।  ଘଟଣା ଘଟିଛି ତମାଣ୍ଡୋ ନିକଟ କଳିଙ୍ଗ ବିହାର କେ ୮ ଅଞ୍ଚଳରେ। ଲୁଟେରାଙ୍କ ସମସ୍ତେ କାର୍ଯ୍ୟ କଳାପ…

ରାଜଧାନୀରେ ପୁଣି ମାତିଲେ ଲୁଟେରା, ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା, ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍‌। ମଙ୍ଗଳବାର ସକାଳେ ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲ୍ ସାମ୍ନା ରୋଡ୍‌ରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଉଛନ୍ତି ଶାନ୍ତି ନଗରର…

ରାଜଧାନୀରେ ପୁଣି ପଲସର ଆତଙ୍କ, ଆଚାର୍ଯ୍ୟ ବିହାର ରାସ୍ତାରେ ଯୁବତୀଙ୍କ ବେକରୁ ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ରାଜଧାନୀରେ ପୁଣି ପଲସର ଆତଙ୍କ। ଯୁବତୀଙ୍କ ବେକରୁ ଚେନ ଝାମ୍ପି ନେଲେ ଦୁର୍ବୃତ୍ତ । ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ରାସ୍ତାରେ ଯାଉଥିବା ସମୟରେ ପଲସରରେ ଆସି ଚେନ୍ ଝାମ୍ପି ନେଲେ । ତେବେ ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା…

ରାଜଧାନୀରେ ଲାଇଭ ଲୁଟ, ଯୁବତୀଙ୍କ ଠାରୁ  ଝାମ୍ପିନେଲେ ସୁନା ଚେନ୍, ଦେଖନ୍ତୁ ଭିଡିଓ

କେନ୍ୟୁଜ୍(ବ୍ୟୁରୋ):  ଲକଡାଉନରେ ସକ୍ରୀୟ ଚେନ୍ ସ୍ନାଚର। ବିଚ୍ ରାସ୍ତାରେ ଯୁବତାଙ୍କ ଠାରୁ  ଝାମ୍ପିନେଲେ ସୁନା ଚେନ୍। ଘଟଣା ଘଟିଛି ପାତ୍ରପଡା ଅଞ୍ଚଳରେ ଡିଏନ୍‌ ରେଗାଲିଆ ସମ୍ମୁଖରେ ଯାହାର ଭିଡିଓ  ସିସିଟିଭିରେ କଏଦ ହୋଇଛି। ଗତ ୧୭ ତାରିଖରେ ଜଣେ ଯୁବତୀ ପାତ୍ରପଡା ଅଞ୍ଚଳରେ ଡିଏନ୍‌…

ଯାଜପୁର ବଡଚଣା ପୋଲିସ ଦ୍ୱାରା ୩ଲୁଟେରା ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ପୋଲିସ ଦ୍ୱାରା ୩ଲୁଟେରା ଗିରଫ । ଅଭିଯୋଗ ମୁତାବକ, ଜାତୀୟ ରାଜପଥର ଛତିଆ ନିକଟରେ ଏହି ଲୁଟେରାମାନେ ବଡଚଣା ଥାନା ବେଣାପୁର ଗ୍ରାମର ସତ୍ୟବ୍ରତ ଦାସଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ । ଏନେଇ ସତ୍ୟବ୍ରତ ଥାନାରେ ଅଭିଯୋଗ କରିଥିଲେ । ଏହାକୁ…

ବ୍ରହ୍ମପୁର: ଖଚାଖଚ୍ ଜନଗହଳିରେ ଛକିଲେ, ଝାମ୍ପିଲେ, ଚମ୍ପଟ ମାରଲେ ଲୁଟେରା, ପୋଲିସ କଲା ଗିରଫ

ବ୍ରହ୍ମପୁର(କେନ୍ୟୁଜ୍):  ଛକିଲେ, ଝାମ୍ପିଲେ, ଚମ୍ପଟ ମାରଲେ। କିଛି ଏଭଳି ଭାବରେ ଲାଇଭ ଲୁଟର ଚିତ୍ର ବ୍ରହ୍ମପୁରରୁ ବଡ଼ବଜାର ଥାନା ଅଞ୍ଚଳ ଜନଗହଳି ରାସ୍ତାରେ  ଦେଖିବାକୁ ମିଳିଛି। ପଲ୍‌ସର୍‌ରେ ଆସିଥିବା ଲୁଟେରା ମହିଳାଙ୍କ ଉପରେ ନଜର ରଖିଥିଲେ । ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ…

ମୟୂରଭଞ୍ଜ: ଫେଲ ମାରିଲା ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ ଉଦ୍ୟମ, ନିର୍ଘାତ ପିଟିଲେ ସ୍ଥାନୀୟ ଲୋକେ

ମୟୂରଭଞ୍ଜର(କେନ୍ୟୁଜ୍) : ଫେଲ ମାରିଲା ଯୁବତୀଙ୍କ ବେକରୁ ଲୁଟ ଉଦ୍ୟମ । ନିର୍ଘାତ ପିଟିଲେ ସ୍ଥାନୀୟ ଲୋକେ । ମୟୂରଭଞ୍ଜର ଉଦଳା ପୂର୍ତ୍ତ ବିଭାଗ ସାମନାରେ ଘଟିଛି ଏହି ଘଟଣା । ଜଣେ ଯୁବତୀ ପୂର୍ତ୍ତ ବିଭାଗ ଆଗ ରାସ୍ତା ଦେଇ ଯାଉଥିବା ବେଳେ ଲୁଟେରା ଜଣକ ତାଙ୍କ ବେକରୁ ସୁନାଚେନ ଲୁଟିବାକୁ ଉଦ୍ୟମ…

ସାବଧାନ ! ମାତିଛନ୍ତି ଚେନ୍‌ ଲୁଟେରା, ସିସିଟିଭିରେ କଏଦ ହେଲା ଭିିଡ଼ିଓ

ସାବଧାନ ! ମାତିଛନ୍ତି ଚେନ୍‌ ଲୁଟେରା । ବାଟଘାଟରେ ମହିଳାଙ୍କୁ ଏକୁଟିଆ ପାଇଁ ବେକରୁ ଚେନ୍‌ ଧରି ଚମ୍ପଟ ମାରୁଛନ୍ତି ଦୁର୍ବୃତ୍ତ। ସିସିଟିଭିରେ କଏଦ ହୋଇଥିବା ଦିଲ୍ଲୀର ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଇନ୍ଦରପୁର ଅଞ୍ଚଳରେ ଘଟିଥିଲା ଏହି ଲୁଟ୍‌। ଜଣେ ମହିଳା ରାସ୍ତାରେ ଏକୁଟିଆ ଚାଲି…