ନାନ୍ସି ପେଲୋସିଙ୍କୁ ନେଇ ଚୀନ-ଆମେରିକା ମୁହାଁମୁହିଁ,କୌଣସି ସମୟରେ ଯୁଦ୍ଧ ଲାଗିପାରେ
ନୂଆଦିଲ୍ଲୀ : ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସିଙ୍କ ତାଇଓ୍ଵାନ୍ ଗସ୍ତ ନେଇ ଚୀନ-ଆମେରିକା ମଧ୍ୟରେ ମୁହଁମୁହିଁ ସ୍ଥିତି । ପେଲୋସିଙ୍କ ଗସ୍ତକୁ ବେଜିଂ ତୀବ୍ର ବିରୋଧ କରିବା ସହ ତାଇଓ୍ଵାନ ସମୀରେ ଯୁଦ୍ଧାଭ୍ୟାସ ଚଳାଇଛି । ଏପଟେ ବଡ଼ ଯୁଦ୍ଧ ଆଶଙ୍କାରେ ପୂର୍ବ ତାଇଓ୍ଵାନରେ ୪ଟି ଯୁଦ୍ଧ ପୋତ…