Browsing Tag

chaitra navratri

ଆରମ୍ଭ ହେଲା ଚୈତ୍ର ନବରାତ୍ରି, ପ୍ରଥମ ଦିନରେ କରନ୍ତୁ ମା’ ଶୈଳପୁତ୍ରୀଙ୍କୁ ପୂଜା

ଚୈତ୍ର ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି। ନବରାତ୍ରିର ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ। ନବରାତ୍ରିର ପ୍ରଥମ ଦିନରେ ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ମା’ ଶୈଳପୁତ୍ରୀ ହିମାଳୟରାଜଙ୍କ ଝିଅ ଅଟନ୍ତି। ଶୈଳର ଅର୍ଥ ପାହାଡ। ମା’ଙ୍କ ପୂଜା କରିବା ଦ୍ୱରା…

ନବରାତ୍ରୀରେ ଖୋଲିପାରେ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ, ମା’ ଦୁର୍ଗା କରିବେ ଟଙ୍କାର ବର୍ଷା

ହିନ୍ଦୁ ଧର୍ମରେ ନାବରାତ୍ରୀର ବିଶେଷ ମହତ୍ୱ ରହିଥାଏ | ଏହି ୯ ଦିନରେ ମା' ଦୁର୍ଗାଙ୍କ ୯ ସ୍ୱରୂପ ର ପୂଜା କରାଯାଇଥାଏ | ମାନ୍ୟତା ରହିଛି ଏହି ଦିନ ମା ପୃଥିବୀ ପୃଷ୍ଟକୁ ଆସି ଭକ୍ତଙ୍କ ଉପରେ କୃପା କରିଥାନ୍ତି | ଚଳିତ ବର୍ଷ ଚୈତ୍ର ନବରାତ୍ରୀ 2 ଅପ୍ରିଲରୁ ଆରମ୍ଭ ହେବାକୁ ଯାଉଛି | ଏହି ଦିନ 2…

ଚୈତ୍ର ମାସରେ ଗୁଡ ଓ ମିଶ୍ରି ସେବନ ହୋଇଥାଏ ନିଷେଧ, ଭୁଲରେ ବି କରନ୍ତୁ ନାହିଁ ସେବନ

ଏହି ମାସ ପୂର୍ଣ୍ଣିମା ସରିଗଲେ ଚୈତ୍ର ମାସ ଆରମ୍ଭ ହେବ | ହିନ୍ଦୁ କାଲେଣ୍ଡର ଅନୁସାରେ 18 ମାର୍ଚ୍ଚ ରୁ ଚୈତ୍ର ମାସ ଆରମ୍ଭ ହେଉଛି | ଏହା 17 ଏପ୍ରିଲରେ ସମାପ୍ତ ହେବ | ପ୍ରତ୍ୟକ ମାସ କିଛି ନିୟମ ଥାଏ | ପ୍ରତି ମାସ କୌଣସି ନା କୌଣସି ଦେବତାଙ୍କ ନାମରେ ସମର୍ପିତ ହୋଇଥାଏ | ତେଣୁ ଚୈତ୍ର ମାସରେ…

ଶକ୍ତି ଉପାସକ ପ୍ରଧାନମନ୍ତ୍ରୀ ମୋଦି, ବଙ୍ଗ ନିର୍ବାଚନ ଭିତରେ ରଖିବେ ୯ ଦିନ ଉପବାସ ବ୍ରତ

ଆଜିଠୁ ଦେଶରେ ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳୁ ସକାଳୁ ଦେଶବାସୀଙ୍କୁ ଏ ନେଇ ଶୁଭକାମନା ଜଣାଇ ସାରିଛନ୍ତି। ଏଥି ସହିତ ମୋଦିଙ୍କର ୯ ଦିନିଆ ଉପବାସ ବ୍ରତ ମଧ୍ୟ ଆରମ୍ଭ ହୋଇଯାଇଛି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ଶକ୍ତି ଉପାସକ। ସେ ନବରାତ୍ରିରେ…

ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରୀ ପର୍ବ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ

କିଛି ଦିନ ମଧ୍ୟରେ ଚୈତ୍ର ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ରମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରୀ ପର୍ବ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନବରାତ୍ରୀ ଅପେଲ ୧୩ ରୁ ଆରମ୍ଭ ହେବ। ନବମୀ ତିଥି ୨୧ ଅପ୍ରେଲରେ ପଡିବ। ନବରାତ୍ରୀର ଦଶମୀ ତିଥି ୨୨ ତାରିଖରେ…

ଆଜି ନବରାତ୍ରୀର ତୃତୀୟ ଦିନ, ସମସ୍ୟା ଏବଂ ଭୟରୁ ମୁକ୍ତି ପାଇଁ କରନ୍ତୁ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା

ଚୈତ୍ର ନବରାତ୍ରୀର ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ କରାଯାଇଥାଏ। ମାତା ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପ ହେଉଛି ଶିବଦୁତି। ଦେବୀ ମାଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ରହିଛି। ଏହି କାରଣରୁ ଦେବୀ ମାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଇଥାଏ। ଏହି ଦେବୀ ମାଙ୍କ ରଙ୍ଗ ସୁନା ସମାନ…

କାହିଁକି ଚୈତ୍ର ନବରାତ୍ରୀକୁ କୁହାଯାଏ ହିନ୍ଦୁ ନବବର୍ଷ, ଜାଣନ୍ତୁ ଶାସ୍ତ୍ରରେ କଣ ରହିଛି ଉଲ୍ଲେଖ

ଚୈତ୍ର ନବରାତ୍ରୀ ହିନ୍ଦୁମାନଙ୍କର ଏକ ବଡ ପର୍ବ। ଯେଉଁଥିରେ ନଅ ଦିନ ପର୍ଯ୍ୟନ୍ତ ମାଁ ଦୁର୍ଗାଙ୍କର ପୂଜା କରାଯାଇଥାଏ। ଲୋକମାନେ ମାଁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ରଖିଥାନ୍ତି। ଶାରଦୀୟ ନବରାତ୍ରୀ ପରେ ଏହା ବର୍ଷର ଦ୍ୱିତୀୟ ବଡ ନବରାତ୍ରୀ। ଅନେକ ଥର ତିଥିର ଗୋଟିଏ ଦିନରେ ପଡିବା କାରଣରୁ…

ଜାଣନ୍ତୁ ଚଳିତ ବର୍ଷ କେବେ ଆରମ୍ଭ ହେବ ଚୈତ୍ର ନବରାତ୍ରୀ

ଆସନ୍ତା ୨୫ ମାର୍ଚ୍ଚରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଛି, ଯାହା ଆସନ୍ତା ୨ ଏପ୍ରିଲରେ ଶେଷ ହେବ। ଏହି ନବରାତ୍ରୀ ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ପକ୍ଷରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ଏହି ପର୍ବର ଅନେକ ମହତ୍ୱ ରହିଛି। କାରଣ ନବରାତ୍ରୀରେ ଚାରଟି ସର୍ବାର୍ଥ ସିଦ୍ଧି ଯୋଗ, ଗୋଟିଏ ଅମୃତସିଦ୍ଧି…