Browsing Tag

chandabali

ଭଦ୍ରକ: ବଜରାପୁର ଗାଁରେ ବଜ୍ରାଘାତ, ଜଣେ ଯୁବକଙ୍କ ମୃତ୍ୟୁ

ଚାନ୍ଦବାଲି: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଜାରପୁର ପଞ୍ଚାୟତର ବଜରାପୁର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଯୁବକ ଜଣକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା। ଫଳରେ ଯୁବକ ଜଣକ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ…

ଚଳିତ ବର୍ଷ ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ପାଳିତ ହୋଇଛି ଜନ୍ମ ବାର୍ଷିକ ଉତ୍ସବ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଉପକଣ୍ଠରେରେ ମା’ଦକ୍ଷିଣେଶ୍ୱରୀ କାଳୀ ବିଜେ କରିଛନ୍ତି। ମା’ କାଳୀଙ୍କ ପୀଠ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୀଠ ଭାବେ ଏହା ସବୁଠି ବେଶ ଜଣାଶୁଣା। କଲ୍ୟାଣମୟୀ, ଜଗତଜନନୀ ମା’ଦକ୍ଷିଣେଶ୍ୱରୀଙ୍କ ମହିମା ରହିଛି ସବୁଠୁ ସ୍ୱତନ୍ତ୍ର । ଆପଣ ଜାଣିଥିବେ କାଳୀପୂଜା ଏହି…

ପୋଲିସର ଯୁବକକୁ ମାଡ଼ ଘଟଣା, ଫାଣ୍ଡି ଅଧିକାରୀ ଓ ହାବିଲଦାରଙ୍କ ବଦଳି

ଚାନ୍ଦବାଲି(କେ.ନ୍ୟୁଜ): ମାସ୍କ ଓ ହେଲମେଟ ଚେକିଂ ବେଳେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡି ଫାଣ୍ଡିର ୪ଜଣ ପୋଲିସ କର୍ମଚାରୀ ଜଣେ ଯୁବକକୁ ଗୋଡେଇ ତୋଡେଇ ଫାଣ୍ଡି ପରିସରରେ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ଏହି ଘଟଣାରେ ଆରଡି ଫାଣ୍ଡି…

ଚାନ୍ଦବାଲି: ଚାରିବାଟିଆଟାରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ମାଲ୍ୟାର୍ପଣ ଓ…

ଚାନ୍ଦବାଲି(କେନ୍ୟୁଜ୍‌): ଜାତିର ପିତା ମହାତ୍ମାଗାନ୍ଧିଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା ପିରାହାଟର ଅଗ୍ରଣୀ ସଂଗଠନ ପ୍ରଦେଶ ସେବା ସଂଗଠନ ପକ୍ଷରୁ ପିରାହାଟରୁ ଚାରିବାଟିଆ ପର୍ଯ୍ୟନ୍ତ ପଦଯାତ୍ରା କରାଯିବା ସହ ଗାନ୍ଧିଙ୍କ ସ୍ମୃତିଚାରଣ କରାଯାଇଛି । ସବୁ ବର୍ଷ ପରି ଆଜି ମଧ୍ୟ ଗାନ୍ଧି…

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ, ଭୁବେନଶ୍ୱର ସମେତ ବିଭିନ୍ନ ସ୍ଥାନରେ ଚାଲିଛି ବିକ୍ଷୋଭ ପ୍ରଦର୍ଶନ

ଚାନ୍ଦବାଲି(କେନ୍ୟୁଜ୍‌): ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଧ କରିବା, ନୂତନ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସିପିଆଇ ତରଫରୁ ଚାନ୍ଦବାଲି ତହସିଲ ଆଗରେ…

ଚାନ୍ଦବାଲି: ରିଲିଫ ଚାଉଳ ଅଖାକୁ ୧୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାର ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରିଲିଫ ବିବାଦ ପିଛା ଛାଡୁନି । ସରକାରଙ୍କ ତରଫରୁ ବନ୍ୟା ବିପନ୍ନଙ୍କୁ ବଂଟା ଯାଉଥିବା ରିଲିଫ ଚାଉଳ ପାଇବାରୁ ଅନେକ ପରିବାର ବଂଚିତ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଏବେ ପୁଣି ରିଲିଫ ଚାଉଳ ଅଖା ପାଇଁ ୧୦ଟଙ୍କା ନେଉଥିବାର ଆରଡି ପଂଚାୟତର…

ଚାନ୍ଦବାଲି: ଟ୍ରେନ ଧକ୍କାରେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି: ଭଦ୍ରକ-ଧାମରା ରେଳପଥର ଛତ୍ରପଦା ନିକଟରେ ଥିବା ରେଳପଥରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ହୋଇଛି । ବୃଦ୍ଧର ଘର ବାଂଶଡା ଥାନା ହଳିଦିଆ ଗାଁରେ ହୋଇଥିବା ବେଳେ ତାଙ୍କ ନାମ ଗିରିଧାରୀ ନାଥ ଓ ବୟସ ୭୨ ବୋଲି ଜଣାପଡିଛି । ସୂଚନାନୁଯାୟୀ ରେଳଧାରଣା ପାର…

ମାଛ ଧରିବାକୁ ଯାଇ ନାଳରେ ପଡି ଚାଲିଗଲା ୨ ନାବାଳକଙ୍କ ଜୀବନ

ଚାନ୍ଦବାଲି(କେନ୍ୟୁଜ୍‌): ମାଛ ଧରିବାକୁ ଯାଇ ନାଳରେ ପଡି ୨ଜଣ ନାବାଳକର ମୃତ୍ୟୁ ଘଟିଛି । ଏମିତି ଦୁଃଖ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଘଟିଛି । ସୂଚନା ମୁତାବକ ଜଳେଶ୍ୱର ପଂଚାୟତ ନୂଆଗାଁ ଇଛାପୁରର ଧନେଶ୍ୱର ମହାଳିକଙ୍କ ପୁଅ ଜଗା ମହାଳିକ, ବୟସ ୧୨ ଓ ନାଲଗୁଣ୍ଡା ପଂଚାୟତର ଇଟୁଆ…

ଚାନ୍ଦବାଲି: ବନ୍ୟା କ୍ଷତିଗ୍ରସ୍ତ ଚାଷଜମି ପରିର୍ଦଶନ କଲେ ବ୍ଲକ କୃଷି ଅଧିକାରୀ ଓ ଅତିରିକ୍ତ ତହସିଲଦାର

ଚାନ୍ଦବାଲି(କେନ୍ୟୁଜ୍): ବୈତଣୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବ୍ୟାପକ କ୍ଷତି ଘଟାଇ ଚାଲିଗଲା । ବିଶେଷ କରି ହଜାର ହଜାର ଚାଷୀଙ୍କ ହଜାର ହଜାର ହେକଟର ଚାଷ ଉଜାଡିଦେଇଥିଲା । ତେବେ ବନ୍ୟା ଛାଡିବାର ୧୨ଦିନ ପରେ ଆଜି ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ଓ ଅତିରିକ୍ତ ତହସିଲଦାର…

ଲଗାଣ ବର୍ଷାରେ ଧସିଲା ଦେଢଶହ ଫୁଟର ମାଟି ଅତଡା

ଚାନ୍ଦବାଲି(କେନ୍ଯୁଜ୍): ୨ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଆରଡି - ଯାଜପୁର ଜାତୀୟ ରାଜପଥର ବୋଡକଠାରେ ପାଖାପାଖି ଦେଢଶହ ଫୁଟର ମାଟି ଅତଡା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ଖବର ଅନୁସାରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା…

ଚାନ୍ଦବାଲିରେ ରାଜ୍ୟ ବାହାରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ଉଚ୍ଚସ୍ତରୀୟ ବୈଠକ

ଚାନ୍ଦବାଲି (କେ ନ୍ୟୁଜ): ଲକ ଡାଉନ କଟକଣା କୋହଳ ହେଲା ପରେ ରାଜ୍ୟ ବାହାରେ ଫସି ରହିଥିବା ହଜାର ହଜାର ଶ୍ରମିକ ଓଡିଶାକୁ ଫେରିବେ । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତକୁ ମଧ୍ୟ ଶତାଧିକ ଲୋକ ମଧ୍ୟ ଫେରିବେ । ବର୍ତ୍ତମାନ ସୁଦ୍ଧା 3 ଶହରୁ ଅଧିକ ଲୋକ ଫେରିବା ପାଇଁ…