Browsing Tag

chandaka

ଯାଜପୁରରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ, ଲୁହା କଡା ଦ୍ବାରା ଗୋଡ ଖଣ୍ଡିଆ ହୋଇ…

କେନ୍ୟୁଜ୍(ବ୍ୟୁରୋ): ଚନ୍ଦକା ଡମପଡା ଅଭୟାରଣ୍ୟକୁ ଯାଜପୁରରୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଜାନୁଆରୀ ୨୯ ତାରିଖରେ ହାତୀଟିକୁ ଅଭ୍ୟାରଣ୍ୟକୁ ଅଣାଯାଇଥିଲା। ହାତୀଟିର ହ୍ରିଂସ ଆଚରଣ ପାଇଁ ତାର ଚାରୋଟି ଗୋଡରେ ଲୁହାକଡି ବନ୍ଧାଯାଇ ଏହି ଅଭୟାରଣ୍ୟର କୁମାରଖୁଣ୍ଟିଠାରେ…

ଭୁବନେଶ୍ୱର ଚନ୍ଦକା ସ୍ଥିତ ଶ୍ୟାମସୁନ୍ଦରପୁରରେ ହେବ ଷ୍ଟେଟ ଫରେଷ୍ଟ ଏକାଡେମୀ, ୪୦ କୋଟି ଟଙ୍କା ମଞ୍ଜୁର କଲା ଜଙ୍ଗଲ ଓ…

ଭୁବନେଶ୍ୱର(କେନ୍ୟୁଜ୍): ଚନ୍ଦକା ସ୍ଥିତ ଶ୍ୟାମସୁନ୍ଦରପୁରରେ ହେବ ଷ୍ଟେଟ ଫରେଷ୍ଟ ଏକାଡେମୀ । ଏଥିପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ । ସେପଟେ ଅପରାହ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…