Browsing Tag

chandan jatra

ଲଡୁବାବାଙ୍କ ଚନ୍ଦନ ଯାତ୍ରା ବେଳେ ଅଘଟଣ, ଚାପ ଖେଳୁଥିବାବେଳେ ହତାଠ୍‌ ବୁଡିଗଲା ଡଙ୍ଗା

ନୟାଗଡ଼(କେନ୍ୟୁଜ୍‌): ଲଡୁବାବାଙ୍କ ଚନ୍ଦନ ଯାତ୍ରା ବେଳେ ଅଘଟଣ। ନୟାଗଡ଼ ଶରଣକୂଳ ଲଡୁବାବାଙ୍କ ଭଉଁରୀ ଚନ୍ଦନ ଯାତ୍ରା ବେଳେ ବୁଡିଗଲା ଡଙ୍ଗା। ମଧ୍ୟରାତ୍ରରେ ଠାକୁର ଏବଂ ସେବାୟତମାନେ ଡଙ୍ଗାରେ ଚାପ ଖେଳୁଥିବାବେଳେ ହତାଠ୍‌ ଡଙ୍ଗା ବୁଡ଼ି ଯାଇଥିଲା। ଡଙ୍ଗାରେ ପ୍ରାୟ ୩୦ ଜଣ ସେବାୟତ ଥିଲେ।…

ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଦର୍ଶନ ପାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରା। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ତାପରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ଦୀର୍ଘ ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ…

ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ

ପୁରୀ (କେନ୍ୟୁଜ୍) : ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ ହେବା ସହ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ୩ ରଥ ନିର୍ମାଣର ଶୁଭ ଅନୁକୂଳ କରାଯିବ। ଦୀର୍ଘ ୨ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ…

ଆଜି ଛତିଶା ନିଯୋଗ ବୈଠକ, ବାହାର ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ନେଇ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ: ଆସନ୍ତା ୧୫ ତାରିଖରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ହେବ । ଏନେଇ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ…

ଏଥର ନରେନ୍ଦ୍ର ପୁଷ୍କରିଣୀକୁ ଚାପ ଖେଳିବା ପାଇଁ ଯିବେ ନାହିଁ ମହାପ୍ରଭୁ

ପୁରୀ (କେ ନ୍ୟୁଜ୍‌) : ସେ ଜଗତର ନାଥ । ସେ ବିଶ୍ୱ ନିୟନ୍ତା । କୁହାଯାଏ ତାଙ୍କ ଇଚ୍ଛା ବିରୁଦ୍ଧରେ ପତ୍ର ବି ହଲେ ନାହିଁ । ଆକୁ ତାଙ୍କର ଘୋଷଯାତ୍ରା ହେବ କି ନାହିଁ ସେହି ନିଷ୍ପତ୍ତି ନେବେ । ହେଲେ ଏଇ ଦୁନିଆଁର ମନୁଷ୍ୟଙ୍କ ପାଇଁ ମାନବ ଲୀଳା କରୁଥିବା ଶ୍ରୀଜୀଉ ଏବେ କରୋନା ଲକ୍‌ଡାଉନ୍‌ରେ…

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଭିତର ଚନ୍ଦନ ଯାତ୍ରା ଶୁଭାରମ୍ଭ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ଜୋରସୋରରେ ଚାଲିଛି ଚକ ନିର୍ମାଣ। ସେପଟେ ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ ।…