ଏହି ସିଦ୍ଧପୀଠରେ ମା’ ଚନ୍ଦ୍ର ବଦନୀଙ୍କୁ ଦେଖିବା ମନା, ଜାଣନ୍ତୁ କାହିଁକି
ଭାରତରେ ଅନେକ ମନ୍ଦିର ରହିଛି, ଯେଉଁଥିରେ ଅନେକ ଦେବୀ ମା’ଙ୍କ ଶକ୍ତିପୀଠ ରହିଛି। ଏମିତି ଏକ ଶକ୍ତିପୀଠ ଦେବଭୂମି ଉତ୍ତରାଖଣ୍ଡର ଦେବପ୍ରୟାଗରେ ରହିଛି। ଯାହାକୁ ଲୋକେ ମା ଚନ୍ଦ୍ରବଦନୀ ମନ୍ଦିର ନାମରେ ଜାଣିଛନ୍ତି। ମାନ୍ୟତା ଅନୁସାରେ, ଆଦି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରର ସ୍ଥାପନା…