କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ, ଠିକ୍ ସମୟରେ ଉଦ୍ଧାର କଲା ଚାନ୍ଦବାଲି ଅଗ୍ନିଶମ ବାହିନୀ
ଚାନ୍ଦବାଲି(କେନ୍ୟୁଜ୍): କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବୈତରଣୀ ନଦୀ ମଝିରୁ ବିଳମ୍ବିତ ରାତିରେ ଡ଼ଙ୍ଗା ସାହାଯ୍ୟରେ ଯୁବକକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ରାତି ପାଖାପାଖି ୧୨ଟାରେ ଜଣେ ଯୁବକ ଅରଣ୍ୟ ନିବାସ ପାଖରେ ବୈତରଣୀ ନଦୀକୁ ଡେଇଁ ପଡିଥିଲେ…