Browsing Tag

chandipur

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା…

କେନ୍ୟୁଜ୍(ବ୍ୟୁରୋ): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଆବଶ୍ୟକ କାଗଜପତ୍ର ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ଟି ଦଫା । ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ୍‌ ସିକ୍ରେଟ ଆକ୍ଟ ୩, ୪, ୫ ହଟିଲା । ଆବଶ୍ୟକ ଡକ୍ୟୁମେଣ୍ଟ ନଥିବାରୁ…

ଚାନ୍ଦିପୁର: ପୃଥ୍ଵୀ-୨ର ରାତ୍ରିକାଳୀନ ପରୀକ୍ଷଣ, ରହିଛି ୫୦୦ କେଜି ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା

ଚାନ୍ଦିପୁର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ ହୋଇଛି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ଵୀ-୨। ପୃଥ୍ଵୀ-୨ର ରାତ୍ରିକାଳୀନ ପରୀକ୍ଷଣ କରାଯାଇଛି। ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦି କ୍ଷମତା ୩୫୦ କିଲୋମିଟର ରହିଛି। ଏହି କ୍ଷେପଣାସ୍ତ୍ରର…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୪…

ବାଲେଶ୍ବର(କେନ୍ୟୁଜ୍): ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବ୍‌ଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡ୍‌ରୁ ସଫଳ ପରୀକ୍ଷଣ ହୋଇଛି । ରାତ୍ରିକାଳୀନ ପରୀକ୍ଷା ଭାବେ ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ପରୀକ୍ଷା…

ଚାନ୍ଦିପୁରରୁ ସଫଳ ଉତକ୍ଷେପଣ ହେଲା MRSAM, ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ

ବାଲେଶ୍ବର (କେନ୍ୟୁଜ): ଚାନ୍ଦିପୁରରୁ MRSAMର ସଫଳ ଉତ୍‌କ୍ଷେପଣ। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର MRSAMର ପରୀକ୍ଷଣ କରାଯାଇଛି। ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୭୦…

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା: କିଏ ସେହି ରହସ୍ୟମୟୀ ମହିଳା ?ଖୋଳତାଡ ପାଇଁ ନିଆଯିବ ଇଣ୍ଟରପୋଲର ସାହାଯ୍ୟ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲାରେ ରହସ୍ୟମୟୀ ମହିଳା କିଏ ? ଅଧିକ ଖୋଳତାଡ ଓ ସହାୟତା ପାଇଁ ନିଆଯିବ ଇଣ୍ଟରପୋଲର ସାହାଯ୍ୟ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ଘଟଣାରେ ବିଦେଶୀ ଲିଙ୍କ ସାମନାକୁ ଆସିଛି । ଦୁବାଇରୁ ଅଭିଯୁକ୍ତଙ୍କ ପାଖକୁ ଆସିଛି…

ଶତ୍ରୁ ଛାତିରେ ପଶିବ ଛନକା,ଆକାଶ ସିରିଜର ଆଉ ଏକ ମିଶାଇଲ୍‌ ‘ଆକାଶ ପ୍ରାଇମ୍‌’ର ହେଲା ସଫଳ ପରୀକ୍ଷଣ

ବାଲେଶ୍ବର(କେନ୍ୟୁଜ୍):  ଆକାଶ ସିରିଜର ଆଉ ଏକ ମିଶାଇଲ୍‌ର ପରୀକ୍ଷଣ । ‘ଆକାଶ ପ୍ରାଇମ୍‌’ ମିସାଇଲ୍‌ ନାମରେ ନାମିତ ଏହି ମିଶାଇଲର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ଆକାଶ ମିଶାଇଲର ନୂଆ ଭର୍ସନ ଆକାଶ ପ୍ରାଇମର ସଫଳ ପରୀକ୍ଷଣ କରାଯାଇଛି । ଆକାଶମାର୍ଗରେ ଏକ…

ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ଚାନ୍ଦିପୁରରୁ ଉତ୍‌କ୍ଷେପଣ

କେନ୍ୟୁଜ୍(ବ୍ୟୁରୋ):  ନ୍ୟୁ ଜେନେରେସନ୍‌ ଆକାଶ ମିଶାଇଲ ପରୀକ୍ଷଣ। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶକୁ ଆଜି ୧୨ଟା ୪୫ ମିନିଟ୍‌ରେ ଉତକ୍ଷେପଣ…

ଚାନ୍ଦିପୁର ITR କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେବ ଉନ୍ନତମାନର ମିସାଇଲ କ୍ୟୁ ଆର୍‌…

ବାଲେଶ୍ବର: ଚାନ୍ଦିପୁରରୁ ମିସାଇଲ ପରୀକ୍ଷା । ଉତ୍‌କ୍ଷେପଣ ହେବ ଉନ୍ନତମାନର ମିସାଇଲ କ୍ୟୁ ଆର୍‌ ସାମ୍‌। ଚାନ୍ଦିପୁର ITR କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍‌ରୁ କରାଯିବ ଉତ୍‌କ୍ଷେପଣ। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ୩ ନମ୍ବର ଲଞ୍ଚ…

ବାଲେଶ୍ଵର ଚାନ୍ଦିପୁରରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

ବାଲେଶ୍ଵର (କେନ୍ୟୁଜ୍‌): ବାଲେଶ୍ଵର ଚାନ୍ଦିପୁରରୁ ସୁପରସୋନିକ କ୍ରୁଜ଼ ମିସାଇଲ ବ୍ରହ୍ମୋସ୍‌ ର ସଫଳ ପରୀକ୍ଷଣ । ଏହି ମିସାଇଲ ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ହୋଇଛି । ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ…

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ପଶିଲା କରୋନା, ଦୁଇ ସେନା କର୍ମଚାରୀ ପଜେଟିଭ ଚିହ୍ନଟ

ବାଲେଶ୍ୱର (କେ ନ୍ୟୁଜ୍‌) : ଚାନ୍ଦିପୁର ସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ ପ୍ରତିରକ୍ଷା କର୍ମଚାରୀ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବା ସତ୍ତ୍ବେ ପ୍ରତିରକ୍ଷା ବିଭାଗରେ ଏହି କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କୁ…

ସ୍ମାର୍ଟଫୋନ କିଣି ଦେବାକୁ ମନା କରିଦେଲେ ଘର ଲୋକେ, ରାଗରେ ବେକ କାଟି ଦେଲା ଯୁବକ

ବାଲେଶ୍ବର (କେନ୍ୟୁଜ୍): ମୋବାଇଲ କିଣି ଦେବାକୁ ଘରେ ମନାକଲେ । ରାଗରେ ବେକ କାଟିଦେଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଚାନ୍ଦିପୁର ଥାନା ତପସ୍ୱୀ ଗାଁରେ । ଗୁରୁତର ଯୁବକ ହେଲେ କମଳାକାନ୍ତ ମଲିକ । ନୂଆ ଫୋନ କିଣିବାକୁ ଘରେ ଜିଦ୍‌ କରିଥିଲେ । ବାପା ମନା କରିବାରୁ ଏକ ଧାରୁଆ…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ କ୍ୱିକ୍‌ ରିଆକ୍ସନ ସରଫେସ୍‌ ଟୁ ଏୟାର ମିଶାଇଲ QRSAMର ସଫଳ ପରୀକ୍ଷଣ

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ କ୍ୱିକ୍‌ ରିଆକ୍ସନ ସରଫେସ୍‌ ଟୁ ଏୟାର ମିଶାଇଲ, QRSAMର ସଫଳ ପରୀକ୍ଷଣ । ଆଜି ଦିନ ୧୧ଟାରେ ଏହି କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ…