Browsing Tag

chandrababu naidu

କାନ୍ଦିଲେ ଚନ୍ଦ୍ରବାବୁ ନାଇଡ଼ୁ, କହିଲେ- ଶାସନକୁ ନ ଆସିବା ଯାଏଁ ଆଉ ବିଧାନସଭାରେ ପଶିବି ନାହିଁ

କାନ୍ଦିଲେ ଚନ୍ଦ୍ରବାବୁ। ସାମ୍ବାଦିକ ସମ୍ମିଳନୀରେ ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, ନିଜ କୋହ ଅଟକାଇ ପାରିନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଧାନସଭାରେ YSR କଂଗ୍ରେସର ମନ୍ତ୍ରୀ ଓ ବିଧାୟକମାନେ ତାଙ୍କ ପତ୍ନୀଙ୍କୁ ଅପମାନିତ…

କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର:କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଏକ ଟ୍ଵିଟ୍‌ ଉପରେ ରିଟ୍ଵିଟ୍‌ କରି ପ୍ରଶଂସା କରିଛନ୍ତି ଚନ୍ଦ୍ରବାବୁ। କହିଛନ୍ତି, ଲୋକଙ୍କ ସୁରକ୍ଷା…

ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଭାଙ୍ଗିବାକୁ ଜଗନ ମୋହନଙ୍କ ନିର୍ଦ୍ଦେଶ, ବିରୋଧୀ କଲେ ନିନ୍ଦା

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡଙ୍କ ପାଇଁ ଏବେ ଆନ୍ଧ୍ର ରାଜନୀତି ବେଶ୍ ସରଗରମ ହୋଇଛି। କାରଣ ପୁର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ବାସ ଗ୍‌ହ  ‘ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ଜଗନ ମୋହନ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଠାରୁ ଏହି…

କ୍ଷମତା ପରେ ଏବେ ଚନ୍ଦ୍ରବାବୁ ନାଇଡୁଙ୍କ ଘର ଉପରେ ସଙ୍କଟ, କାହିଁକି ଜାଣନ୍ତୁ ?

କ୍ଷମତା ଚାଲିଗଲା, ଏବେ ଘର ବି ଚାଲିଯିବ । ଉଛେଦ ହେବ ଚନ୍ଦ୍ରବାବୁ ନାଇଡୁଙ୍କ ଘର । ବେଆଇନ ଭାବେ ନଦୀ ଶଯ୍ୟାରେ ଚନ୍ଦ୍ରବାବୁ ନାଇଡୁ ଯେଉଁ ଘର ନିର୍ମାଣ କରିଥିଲେ ତାହା ତାଙ୍କୁ ଏବେ ହରାଇବାକୁ ପଡ଼ିବ । ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମନ୍ତ୍ରୀ ଆଲ୍ଲା ରାମକ୍ରିଷ୍ଣା ରେଡ୍ଡୀ ଏହି…

ଚନ୍ଦ୍ରାବାବୁ ନାଇଡୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ହଟିଲା, ବିମାନବନ୍ଦରରେ ହେଲା ଯାଞ୍ଚ୍‌

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌ କରାଯାଇଛି। ବିମାନ ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଭିଆପି ସୁବିଧାରୁ ମଧ୍ୟ ବଞ୍ଚିତ…

ଆଣ୍ଟି ବିଜେପି ବ୍ଲକ ଗଠନ ପଥରେ ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ଆନ୍ଧ୍ର…

ଆନ୍ଧ୍ରପ୍ରଦେଶ : ୨୦୧୯ ନିର୍ବାଚନ ପୂର୍ବରୁ ଆଣ୍ଟି ବିଜେପି ବ୍ଲକ ଗଠନ ପାଇଁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଆଜି ହାୱାଡାରେ ମମତା ବାନାର୍ଜୀଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ। ନଭେମ୍ବର ୨୨ ବୈଠକ ଉପରେ ହେଲା ଆଲୋଚନା।…

ସିବିଆଇକୁ ନେଇ ଆନ୍ଧ୍ର-କେନ୍ଦ୍ର ସରକାର ମୁହାଁମୁହିଁ

ଆନ୍ଧ୍ର(କେନ୍ଯୁଜ୍) : ଆନ୍ଧ୍ର-କେନ୍ଦ୍ର ସରକାର ପୁଣି ମୁହାଁମୁହିଁ । ଏଥର ସିବିଆଇକୁ ନେଇ । ଆନ୍ଧ୍ରରେ ସିବିଆଇର ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସରକାର। ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି ଆନ୍ଧ୍ର ସୀମାରେ ପ୍ରବେଶ କରନ୍ତି ତେବେ…

କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ ପରେ ଜୋସରେ ବିରୋଧୀ , ମୋଦୀ ବିରୋଧୀ ମହାମେଣ୍ଟ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଉଦ୍ୟମ…

କର୍ଣ୍ଣାଟକ : ଉପନିର୍ବାଚନରେ ବିଜେପିର ବିପର୍ଯ୍ୟୟ ବିରୋଧୀଙ୍କୁ କରିଛି ଅଧିକ ଉତ୍ସାହିତ । ଉପନିର୍ବାଚନ ଫଳାଫଳ ଏନ୍‌ଡିଏ ବିରୋଧରେ ଲୋକଙ୍କ ମୁଡ୍‌ କଥା କହୁଥିବା ବିରୋଧୀ କହିଲେଣି । ଏପରିସ୍ଥିତିରେ ମୋଦୀ ସରକାର ବିରୋଧରେ ମହାମେଣ୍ଟ ଗଠନ ପାଇଁ ଉଦ୍ୟମକୁ ଜୋର କରିଛନ୍ତି ଆନ୍ଧ୍ରପ୍ରଦେଶ…

ଟିଡିପିର ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଅଭିଯାନ : ବିଜେପି ବିରୋଧରେ ୧୯ ପାଇଁ ପୁଣି ମହାମେଣ୍ଟର ମହାମେଳି

ନୂଆଦିଲ୍ଲୀ : ବିଜେପି ବିରୋଧରେ ୧୯ ପାଇଁ ପୁଣି ମହାମେଣ୍ଟର ମହାମେଳି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ । ଗତମାର୍ଚ୍ଚରେ ଏନ୍‌ଡିଏ ମେଣ୍ଟର ହାତ ଛାଡ଼ିଥିଲା ତେଲଗୁ ଦେଶମ୍‌ ପାର୍ଟି । ଆଜି କଂଗ୍ରେସ ଅଧ୍ୟକ୍ଷଙ୍କୁ ଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ…