ହାର ମାନିନାହିଁ ଇସ୍ରୋ, ଆସନ୍ତା ବର୍ଷ ଚନ୍ଦ୍ରକୁ ଛାଡିବ ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୨ର ବିଫଳତା ପରେ ବି ହାର ମାନି ନାହିଁ ଇସ୍ରୋ। ଖୁବ ଶୀଘ୍ର ଚନ୍ଦ୍ରକୁ ଚନ୍ଦ୍ରଯାନ -୩ ପ୍ରେରିତ କରିବ ପାଇଁ ଲାଗିପଡିଛି । ଯାହା ବେଙ୍ଗାଲୁରୁ ଇସ୍ରୋ ବୁଧାବାର ଦିନ ଘୋଷଣା କରିଛି । ଏହି ଚନ୍ଦ୍ରଯାନ ପାଇଁ କାମ ଚାଲିଛି ଓ ଏହାର ପରିସମାପ୍ତି ହେବାକୁ ଆସନ୍ତା ବର୍ଷ …