Browsing Tag

chandua

ଚାନ୍ଦୁଆ ତିଆରି କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ୪୦, ସରକାରୀ ସହାୟତା ମିଳିଲେ ଯିବେ ଆହୁରି ଆଗକୁ

ବାଲେଶ୍ବର : ପୂଜା ପାର୍ବଣ ଠୁ ଆରମ୍ଭ କରି ସମସ୍ତ ଶୁଭ କାର୍ଯ୍ଯ ରେ ଆବଶ୍ଯକ ପଡିଥାଏ ଚାନ୍ଦୁଆ, ଏହି ଚାନ୍ଦୁଆ ଗୁଡିକ ରେ ଶୋଭା ପାଉଥିବା ବିଭିନ୍ନ ଦେବାଦେବୀ ଙ୍କ ଚିତ୍ର ଦେଖିଲେ ମନରେ ଆପଣାଛାଏ ଭକ୍ତି ଭାବ ଜାଗ୍ରତ୍ତ ହୋଇଥାଏ। ଏହି ଚାନ୍ଦୁଆ ତିଆରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି…