କିଏ ଆପଣଙ୍କ UPI ପିନ୍ ଜାଣିନେଇଛନ୍ତି କି? ତେବେ ତୁରନ୍ତ ଏପରି କରନ୍ତୁ ଚେଞ୍ଜ୍
ଆଜିର ସମୟରେ କାହାକୁ ଯଦି ଟଙ୍କା ପଠାଇବାର ଅଛି ତାହେଲେ ସବୁଠାରୁ ସହଜ ତରିକା ହେଉଛି UPI ପିନ୍। କାରଣ ଏହାର ବ୍ୟବହାର କରିବା ବହୁତ ସହଜ। ୟୁପିଆଇ ପେମେଣ୍ଟ ପାଇଁ ଆପଣଙ୍କୁ ଏକ ପିନ୍ ତିଆରି କରିବାକୁ ହୋଇଥାଏ, ଆଉ ଏହି ପିନକୁ କୁହାଯାଏ ୟୁପିଆଇ ପିନ୍। ଅନେକ ଲୋକଙ୍କ ପାଇଁ ଏହାକୁ ମନେ…