ଗୋଟେ ମାସ ଭିତରେ ଦୁଇ ଭଉଣୀ ପାଲଟିଗଲେ ଦୁଇ ଭାଇ, ଜାଣନ୍ତୁ କାହିଁକି
ଦୁଇ ଭଉଣୀ ହେଲେ ଦୁଇ ଭାଇ। ଝିଅ ହୋଇ ଜନ୍ମ ନେଇଥିବା ଦୁଇ କନ୍ୟା ଏବେ ନିଜର ଲିଙ୍ଗ ପରିବର୍ତ୍ତନ କରି ପୁଅ ହୋଇଛନ୍ତି। ପାକିସ୍ତାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାରେ। ଏହି ଦୁଇ ଭଉଣୀ ଜନ୍ମ ପରେ ଝିଅ ଥିଲେ ମଧ୍ୟ ସେମାନଙ୍କ ଶରୀରରେ ଝିଅଙ୍କ ଭଳି କୌଣସି ଲକ୍ଷଣ…