Browsing Tag

CHANGING WEATHER

ଡିସେମ୍ବର ମାସରେ ବି ପିଛା ଛାଡୁନି ଲଘୁଚାପ, ଦେଶର କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା

ନୂଆଦିଲ୍ଲୀ : ଡିସେମ୍ବର ମାସରେ ବି ଲଘୁଚାପ । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ମାଘୁଆ ପାଗ ଦେଖିବାକୁ ମିଳିଛି । ମଝିରେ ମଝିରେ ଜୋରରେ ପବନ ମଧ୍ୟ ବହୁଛି । ଅନ୍ୟପଟେ ସୀମାନ୍ତ କୋରାପୁଟ ଜିଲ୍ଲାରେ ସାମାନ୍ୟ ବର୍ଷା ମଧ୍ୟ ହୋଇଛି ।…

ବଢ଼ିବ ଖରା, ତାପମାତ୍ରା ଡେଇଁବ ୩୪ ଡିଗ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ଷାର ଡର ହଟିଯିବା ପରେ ଆଜିଠାରୁ ପୁଣି ବଢିବ ଖରାର ପ୍ରକୋପ । ଯଦିଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଥଣ୍ଡା ପବନ ବହୁଛି ତଥାପି ହାରାହାରି ତାପମାତ୍ର ସର୍ବନିମ୍ନ ୧୪ ଓ ସର୍ବାଧିକ ୩୧ ଡିଗ୍ରୀ ରହିବ । କାଲିଠାରୁ ତାପମାତ୍ରା ଆଉ ଟିକେ ବଢ଼ିବ । ୧୫ ତାରିଖ ବେଳକୁ ୩୪…