ମରଣ ଆସୁଥିବା ଜାଣିପାରି ଯୁବକ ଗାଇଥିଲେ ‘ଅଚ୍ଛା ଚଲତା ହୁଁ, ଦୁଆଓ ମେଁ ୟାଦ ରଖନା…’ଗୀତ, ମୃତ୍ୟୁପରେ ଭାଇରାଲ…
ସୋସିଆଲ ମିଡିଆରେ ଆସାମର ଜଣେ ଯୁବକଙ୍କ ଇମୋସନାଲ ଭିଡିଓ ବେଶ୍ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଆଖିରେ ଲୁହ ଆସିଯିବ। ଯୁବକଙ୍କ ନାଁ ଋଷଭ ଦତ୍ତ ବୋଲି ଜଣାଯାଇଛି। ଜୁଲାଇ ୯ ତାରିଖରେ ବେଙ୍ଗାଲୁରୁର ମେଡିକାଲରେ ତାଙ୍କ ମୃତ୍ୟୁ ଘଟିଛି। ୧୭ ବର୍ଷୀୟ ଋଷଭ ନିଜ ଗୀତ ଯୋଗୁ ୨୦୧୯ରେ…