କମିବ ଟେଲିଭିଜନ ଚ୍ୟାନେଲ ଦର, ଟ୍ରାଇ କଲା ଘୋଷଣା
କେନ୍ୟୁଜ୍(ବ୍ୟୁରୋ): ଶସ୍ତା ହେବ ଟିଭି ଦେଖା । ବକେଟରେ ଥିବା ସମସ୍ତ ଚ୍ୟାନେଲ୍ ଦର ୧୯ ଟଙ୍କାରୁ ଖସିଲା ୧୨ ଟଙ୍କାକୁ । ଏନେଇ ବିଧିବଦ୍ଧ ଘୋଷଣା କରିଛି ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ । ପୂର୍ବରୁ କିଛି ଚ୍ୟାନେଲର ଦର ପାଞ୍ଚଟଙ୍କା ରହିଥିବା ବେଳେ ସଂଶୋଧିତ…