Browsing Tag

china-america relation

ପୁଣି ଟକ୍କର : ଆମେରିକାରେ ଚୀନର ବାଣିଜ୍ୟିକ ଦୂତାବାସ ବନ୍ଦ ପରେ ଚୀନର ଯେସାକୁ ତେସା ନୀତି

ନୂଆଦିଲ୍ଲୀ : ଚୀନ୍‌-ଆମେରିକା ବିବାଦ କ୍ରମେ ତୀବ୍ରତର ହେବାରେ ଲାଗିଛି । ଗୁଇନ୍ଦା ଗିରି ଅଭିଯୋଗରେ ଆମେରିକା ହ୍ୟୁଷ୍ଟନ୍‌ର ଥିବା ଚୀନ୍‌ର ବାଣିଜ୍ୟିକ ଦୂତବାସ ବନ୍ଦ କରିବା ପରେ ଚୀନ୍‌ ଏହାର ପାଲଟା ଜବାବ ଦେଇଛି । ଚୀନ୍‌ ମଧ୍ୟ ଚେଙ୍ଗୁଦ୍‌ ସ୍ଥିତ ଆମେରିକାର ବାଣିଜ୍ୟିକ ଦୂତାବାସକୁ ବନ୍ଦ…