Browsing Tag

china road crash

ଚୀନ: ଟ୍ରକ ସହ ଧକ୍କା ହେଲା ବସ, ଦୁର୍ଘଟଣାରେ ୩୬ ମୃତ ୩୬ ଗୁରୁତର

ଆଜି ସକାଳୁ ଚୀନରେ ଏକ ବଡ଼ ଦୁର୍ଘଟଣା ଧରଣର ଘଟିଛି। ଏଥିରେ ୩୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ୩୬ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ବସଟି ଏକ ଟ୍ରକ ସହ ପିଟି ହୋଇଯିବା ଫଳରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବସଟି ଟ୍ରକ୍କୁ ଧକ୍କା ଦେବା ସମୟରେ ସେଥିରେ ମୋଟ ୬୯ ଜଣ…