Browsing Tag

china second corona vaccine

ଚୀନର ୨ୟ କରୋନା ଭ୍ୟାକସିନର ବ୍ୟବହାର ପାଇଁ  WHO ପକ୍ଷରୁ ମିଳିଲା ଅନୁମତି

କରୋନା ଭାଇରସ ସଂକ୍ରମଣକୁ କମ କରିବା ପାଇଁ ସାରା ଦୁନିଆରେ ଭ୍ୟାକସିନ ଅଭିଯାନ ଚାଲିଛି । ମହାମାରୀ ଆରମ୍ଭ ହେବାର କିଛି ମାସ ପରେ ମେଡିକାଲ ରିସର୍ଚ୍ଚ କମ୍ପାନୀ ଔଷଧ ବାହାର କରିବାରେ ଲାଗି ପଡିଥିଲେ । ଏହି ସମୟ ମଧ୍ୟରେ ଅନେକ କମ୍ପାନୀ ଭ୍ୟାକସିନ ବାହାର କରି  ବ୍ୟବହାର ପାଇଁ ନିଷ୍ପତି…