Browsing Tag

china sent underwear mask to pakistan

କରୋନା ସହ ଲଢ଼ୁଥିବା ପାକିସ୍ତାନକୁ ଚୀନ ଦେଲା ବଡ଼ ଧୋକା, N95 ମାସ୍କ ବଦଳରେ ପଠାଇଲା ଅଣ୍ଡରୱେୟାରରେ ପ୍ରସ୍ତୁତ ମାସ୍କ

କରୋନା ଭାଇରସ୍ ସହ ଲଢୁଥିବା ପାକିସ୍ତାନକୁ ଧୋକା ଦେଇଛି ଚୀନ । ଏଭଳି ଏକ ଖରାପ ସମୟରେ ଚୀନର ଏପରି ହରକତ ପାକିସ୍ତାନକୁ ଶକ୍ତ ଧକ୍କା ପହଞ୍ଚାଇଛି । ହାଇ କ୍ୱାଲିଟି N95 ମାସ୍କ ନାମରେ ଚୀନ ପାକିସ୍ତାନକୁ ଅଣ୍ଡରଗାରମେଣ୍ଟରେ ପ୍ରସ୍ତୁତ ମାସ୍କ ପଠାଇଦେଇଛି । ମେଡିକାଲ ସରଞ୍ଜାମ ପଠାଇବା ନେଇ…