Browsing Tag

china strict rule for corona

ଚୀନ ଜାରିକଲା ହାଇ ଆଲର୍ଟ: କରୋନା ନେଗେଟିଭ ରିପୋର୍ଟ ଦେଖାଇବା ପରେ ମିଳିବ ହୋଟେଲରେ ପ୍ରବେଶ ପାଇଁ ଅନୁମତି

ଚୀନ ନିଜର ରାଜଧାନୀ ବେଜିଂର ସମସ୍ତ ହୋଟେଲ ପାଇଁ ଏକ ନିର୍ଦ୍ଦେଶାନାମା ଜାରି କରିଛି । ଯାହା ହେଉଛି ସେଠାକୁ ଯାଉଥିବା ସମସ୍ତ ଲୋକ ପ୍ରଥମେ ନିଜର କରୋନା ରିପୋର୍ଟ ଦେଖାନ୍ତୁ ଯେ ସେମାନେ କରୋନାରେ ସଂକ୍ରମିତ ନୁହଁନ୍ତି ଆଉ ତାପରେ ସେମାନଙ୍କୁ ହୋଟେଲ ଭିତରେ ପ୍ରବେଶ କରିବା ପାଇଁ ଅନୁମତି…