Browsing Tag

china’s conspiracy

ନେପାଳକୁ କବ୍‌ଜା କରିବା ପାଇଁ ଚୀନ୍‌ ର ଷଡ଼ଯନ୍ତ୍ର : ୧୩ ଟି ଜିଲ୍ଲାରେ ୧୫ ବଡ଼ ପ୍ରୋଜେକ୍ଟ କରିବ ଆରମ୍ଭ

ନୂଆଦିଲ୍ଲୀ : ଗୋଟିଏ ପକ୍ଷରେ ନେପାଳ ବଡ଼ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଚୀନ୍‌ ଏହାର ଫାଇଦା ଉଠାଇବାରେ ଲାଗି ପଡ଼ିଛି । ଚୀନ୍‌ ତା’ର ବିସ୍ତାରବାଦୀ ନୀତିକୁ ଚରିତାର୍ଥ କରିବା ପାଇଁ ନେପାଳକୁ କବ୍‌ଜା କରିବା ପାଇଁ ଲାଗି ପଡ଼ିଛି । ଚୀନ୍‌ ଏବେ ନେପାଳରେ ନିଜର ଆଧିପତ୍ୟ ବିସ୍ତାର…