Browsing Tag

Chinese ambassador to Israel is found dead

ଘରୁ ମିଳିଲା ଚୀନ୍‌ ରାଷ୍ଟ୍ରଦୂତଙ୍କ ମୃତଦେହ, ଫେବ୍ରୁଆରୀ ମାସରେ ଇସ୍ରାଏଲ୍‌ରେ ହୋଇଥିଲେ ଅବସ୍ଥାପିତ

ଜେରୁସାଲେମ୍‌ : ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତ ଡୁ ୱେଇଙ୍କ ମୃତଦେହ ତେଲ୍‌ ଅଭିଭ୍‌ ସ୍ଥିତ ତାଙ୍କ ସରକାରୀ ବାସ ଘରୁ ରବିବାର ମିଳିଛି । କେଉଁଭଳି ପରିସ୍ଥିତିରେ ଡୁ ୱେଇଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ଜଣାପଡିନାହିଁ। ଇସ୍ରାଏଲ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି…