Browsing Tag

chinese-commander-killed-

ଗଲଓ୍ଵାନ ଘାଟୀରେ ହୋଇଥିବା ସଂଘର୍ଷରେ ଚୀନ୍‌ କମାଣ୍ଡିଙ୍ଗ୍‌ ଅଫିସର ହୋଇଥିଲେ ନିହତ, ସରକାରୀ ସୂତ୍ର

ନୂଆଦିଲ୍ଲୀ : ଭାରତ ଓ ଚୀନ୍‌ ମଧ୍ୟରେ ଗଲ୍‌ଓ୍ଵାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ୍‌ର କମାଣ୍ଡିଙ୍ଗ୍‌ ଅଫିସର ନିହତ ହୋଇଥିଲେ । ଚୀନ୍‌ ଏହା ଉପରେ କୈାଣସି ବୟାନ ନଦେଇ ନିଜର ସ୍ଥିତିକୁ ଲୁଚାଉ ଥିଲା ବୋଲି ଜଣାପଡ଼ିଛି । ଚୀନ୍‌ର ସେନା ଏବେ ଏହି କଥା ମାନିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି…