Browsing Tag

chinese govt burning pigs alive

କରୋନା ଭୟରେ ବର୍ବରତାର ସବୁ ସୀମା ଟପିଲା ଚୀନ୍‌, ଘୁଷୁରୀଙ୍କୁ ଜୀଅନ୍ତା ଜାଳିଦେଉଥିବା ଭିଡିଓ ହେଉଛି ଭାଇରାଲ

କରୋନା ଧୀରେ ଧୀରେ ଚୀନ୍‌ରେ ନିଜ କାୟାବିସ୍ତାର କରିସାରିଲାଣି। ଏବେ ପଡ଼ୋଶୀ ଦେଶକୁ ମଧ୍ୟ ଏହା ଧୀରେ ଧୀରେ ବ୍ୟାପିବା ଆରମ୍ଭକଲାଣି। ତେବେ ଜୀବଜନ୍ତୁଙ୍କ ଶରୀରରୁ ଏହି ମାରାତ୍ମକ ରୋଗ ବ୍ୟାପୁଥିବା ଜଣାପଡ଼ିବା ପରେ ବର୍ତ୍ତମାନ ଚୀନ୍‌ରେ ଜୀବଜନ୍ତୁଙ୍କୁ ଘରୁ ତଡ଼ିବା ସହ ମାରୁଥିବା ଜଣାଯାଇଛି।…