Browsing Tag

chinese restrurant

ଏହି ରେଷ୍ଟରୁରାଣ୍ଟରେ କଥା କହି ନୁହେଁ ଇସାରାରେ ଦିଆଯାଏ ଖାଦ୍ୟ ଅର୍ଡର, ଥରେ ଯାଇକି ମଜା ଉଠାନ୍ତୁ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନେକ ଅଜବ ଧରଣର ହୋଟେଲ କିମ୍ବା ରେଷ୍ଟରୁରାଣ୍ଟ ଥିବା କଥା ଆପଣ ଶୁଣିଥିବେ ନଚେତ ଦେଖିଥିବେ । କେଉଁଠି ଜେଲ ପରି ନିର୍ମିତ ହୋଇଥିବା କୋଠରୀରେ ବସି ଲୋକେ ଖାଦ୍ୟର ମଜା ନିଅନ୍ତି ତ କେଉଁଠି ଗଛ ଉପରେ ଅଥବା ପାଣି ଭିତରେ ନିର୍ମିତ ହୋଇଥିବା ହୋଟେଲରେ ନିଜ ପରିବାର ସହ…