Browsing Tag

chip in corona vaccine

କରୋନା ଭ୍ୟାକ୍‌ସିନ୍‌ରେ ଚିପ୍‌ ଲାଗିଥିବା ନେଇ ମୌଲାନାଙ୍କ ଦାବି, ଦୃଢ଼ ବିରୋଧ କଲେ ମୁସ୍‌ଲିମ୍‌ ଧର୍ମଗୁରୁ

ସାରା ବିଶ୍ୱବାସୀ କରୋନା ଟୀକାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ସହ ଲଢ଼ିବା ପାଇଁ ଭ୍ୟାକ୍‌ସିନ୍‌ ଆସିବା ନିହାତି ଆବଶ୍ୟକ। କିଛି ଦେଶ ଟୀକା ତିଆରି କରିଥିବା ନେଇ ଦାବି କରୁଥିବା ବେଳେ ଆଉ କିଛି ଏବେ ବି ଚେଷ୍ଟା ଜାରି ରଖିଛନ୍ତି। ତେବେ ଭାରତରେ ଖୁବ୍‌ ଶୀଘ୍ର କରୋନା…