Browsing Tag

chit fund

ଅନଲାଇନ୍‌ ଚିଟଫଣ୍ଡ ଠକେଇ ଘଟଣା: ବାଲେଶ୍ୱର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର ହେଲେ ଅଭିଯୁକ୍ତ ପ୍ରିନ୍ସ କୁମାର

ବାଲେଶ୍ୱର(କେନ୍ୟୁଜ୍‌): ବାଲେଶ୍ୱର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର ହେଲେ ଅଭିଯୁକ୍ତ ପ୍ରିନ୍ସ କୁମାର । ଡିଜିଟାଲ ରିଭୋଲ୍ୟୁସନ ଟେକ୍ନୋଲୋଜିର ମୁଖ୍ୟ ପ୍ରିନ୍ସ କୁମାର । ପ୍ରିନ୍ସ କୁମାରକୁ ବୃନ୍ଦାବନରୁ ଗିରଫ ପରେ ଆଜି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଅଦାଲତରେ ହାଜର କଲା…

ଓଡ଼ିଶା ହୋମ ପ୍ରାଇଭେଟ୍ ଲିମିଟେଡ ଚିଟଫଣ୍ଡ କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର(କେନ୍ଯୁଜ୍): ଓଡ଼ିଶା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତି । ବାଜ୍ୟାପ୍ତି ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର OPID କୋର୍ଟ । ୧୮ ଏକର ୩୦ ଡିସିମିଲ ଭୂସମ୍ପତ୍ତି ବାଜ୍ୟାପ୍ତି କଲେ କୋର୍ଟ । ବ୍ୟାଙ୍କ ଜମା ୮ ଲକ୍ଷ ୮୭ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି…

ରାଜସ୍ଥାନରୁ ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ଇଣ୍ଟର ଓସନ ବିଦେଶ ଲିମିଟେଡର ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ଇଣ୍ଟର ଓସନ ବିଦେଶ ଲିମିଟେଡର ନିର୍ଦ୍ଦେଶକ । ରାଜସ୍ଥାନରୁ ଦିଲ୍ଲୀପ କୁମାର ଜୈନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଲୋକଙ୍କୁ ଲୋଭନୀୟ ସ୍କିମ ଦେଖାଇ ଦିଲୀପ ୨ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୨୦୧୦…

ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡର ୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକେଇ ମାମଲା: ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

କଟକ(କେନ୍ୟୁଜ୍):  ଚିଟ୍‌ଫଣ୍ଡ ଠକେଇ ନେଇ ରାଜ୍ୟରେ ତୃତୀୟ ସଜା ଶୁଣାଣି । ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ଦୁଇଟି ମାମଲାରେ ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ୨୦୧୬ରେ…

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା: ପାଞ୍ଚଦିନିଆ ସିବିଆଇ ରିମାଣ୍ଡରେ ଗଲେ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର: ପାଞ୍ଚଦିନିଆ ସିବିଆଇ ରିମାଣ୍ଡରେ ଗଲେ ଶୁଭ୍ରା କୁଣ୍ଡୁ। ସ୍ୱତନ୍ତ୍ର ସିବିଆଇ କୋର୍ଟ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି। ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ପରେ କୋଲକାତାରୁ ତାଙ୍କୁ ଟ୍ରାନଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ସିବିଆଇ । ଭୁବନେଶ୍ୱରର ସ୍ୱତନ୍ତ୍ର…