Browsing Tag

chit fund case

ନବ ଦିଗନ୍ତ ଚିଟ୍ ଫଣ୍ଡ୍ କମ୍ପାନୀର ୨ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ତଥା ସ୍ଥାବର ସମ୍ପତ୍ତିକୁ ଆଟାଚ କଲା ED

କେନ୍ୟୁଜ୍(ବ୍ୟୁରୋ):  ନବ ଦିଗନ୍ତ ଚିଟ୍ ଫଣ୍ଡ୍ କମ୍ପାନୀର  ୨ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ତଥା ସ୍ଥାବର ସମ୍ପତ୍ତିକୁ ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଆଧାରରେ ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ଏବଂ ଏହାର ଅନ୍ୟ…

ଅନଲାଇନ୍‌ ଚିଟଫଣ୍ଡ ଠକେଇ ଘଟଣା: ବାଲେଶ୍ୱର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର ହେଲେ ଅଭିଯୁକ୍ତ ପ୍ରିନ୍ସ କୁମାର

ବାଲେଶ୍ୱର(କେନ୍ୟୁଜ୍‌): ବାଲେଶ୍ୱର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର ହେଲେ ଅଭିଯୁକ୍ତ ପ୍ରିନ୍ସ କୁମାର । ଡିଜିଟାଲ ରିଭୋଲ୍ୟୁସନ ଟେକ୍ନୋଲୋଜିର ମୁଖ୍ୟ ପ୍ରିନ୍ସ କୁମାର । ପ୍ରିନ୍ସ କୁମାରକୁ ବୃନ୍ଦାବନରୁ ଗିରଫ ପରେ ଆଜି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଅଦାଲତରେ ହାଜର କଲା…

ଅନ୍‌ଲାଇନ୍‌ ଚିଟଫଣ୍ଡ ଠକେଇ: ଡିଜିଟାଲ ରିଭୋଲୋସନ ଟେକ୍ନୋଲୋଜି ମୁଖ୍ୟ ପ୍ରିନ୍ସ କୁମାର ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ଅନଲାଇନ୍‌ ଚିଟଫଣ୍ଡ ଠକେଇ ଘଟଣାରେ ଡିଜିଟାଲ ରିଭୋଲୋସନ ଟେକ୍ନୋଲୋଜିର ମୁଖ୍ୟ ପ୍ରିନ୍ସ କୁମାର ଗିରଫ। ବୃନ୍ଦାବନରୁ ପ୍ରିନ୍ସ କୁମାରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ୨୦୨୦ ମାର୍ଚ୍ଚରୁ ପ୍ରିନ୍ସ ଓ ତାଙ୍କ କମ୍ପାନୀ ବହୁ ଜମାକାରୀଙ୍କୁ ଠକିନେଇଥିବା ନେଇ…

ସାଇ ସମୃଦ୍ଧି ରିଅଲକନ୍‌ ଚିଟ୍‌ଫଣ୍ଡ ଠକେଇ ଘଟଣା: OPID କୋର୍ଟରେ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ

କଟକ(କେନ୍ୟୁଜ୍): ସାଇ ସମୃଦ୍ଧି ରିଅଲକନ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଠକେଇ ଘଟଣାରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ । କଟକ ଓପିଆଇଡି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ଦଣ୍ଡବିଧି ଆଇନର ୪୨୦ ଦଫାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ…