Browsing Tag

Chocolate Protein Laddu

ମାତ୍ର ୫ ମିନିଟରେ ଘରେ ବନାନ୍ତୁ ଚକୋଲେଟ ଲଡୁ, ମିଳିବ ଏନର୍ଜି ଏବଂ ଟେଷ୍ଟର ଡୋଜ

ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ଯନ୍ତ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ବେଶ୍ ପସନ୍ଦ କରନ୍ତି। କାହାକୁ ହ୍ବାଇଟ ଚକୋଲେଟ ତ ଆଉ କାହାକୁ ଡାର୍କ ଚକୋଲେଟ ଖାଇବାକୁ ଭଲ ଲାଗେ। ଅନେକଙ୍କୁ କ୍ରଞ୍ଚି ୱାଫର ଚକୋଲେଟ ତ ଆଉ କାହାକୁ କାରେମେଲ ଚକୋଲେଟ ଖାଇବାକୁ ପସନ୍ଦ। ଚକୋଲେଟକୁ ସଠିକ ମାତ୍ରାରେ ଖାଇବା…