Browsing Tag

chocolate statue

ଚକୋଲେଟ୍‌ରେ ପ୍ରସ୍ତୁତ ହେଲା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ୧.୮୭ ମିଟରର ଷ୍ଟାଚ୍ୟୁ, ତିଆରି ପାଇଁ ଲାଗିଲା ୨୦୦ ଘଣ୍ଟା!

ପର୍ତ୍ତୁଗାଲର ଜଣେ ଚକୋଲେଟ୍‌ ନିର୍ମାତା ଜର୍ଜ କାରଡୋସୋ ଚକୋଲେଟ୍‌ରେ ତିଆରି କରିଛନ୍ତି ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ଏକ ପ୍ରତିମୂର୍ତ୍ତି। ସୁଇଜରଲ୍ୟାଣ୍ଡର ଗିସେଜ୍‌ରେ ତିଆରି ହୋଇଥିବା ଏହି ଷ୍ଟାଚ୍ୟୁର ଉଚ୍ଚତା ରହିଛି ୧.୮୭ ମିଟର। ଏଥିରେ ୧୨୯ କିଲୋ ଚକୋଲେଟ୍‌ ବ୍ୟବହାର…