Browsing Tag

chocolate statue of liberty

ଚକୋଲେଟର ”ଷ୍ଟାଚୁ ଅଫ ଲିବର୍ଟି”କୁ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ, ପୋଷ୍ଟ ହେଲା ଭାଇରାଲ

ଆପଣ ଟିଭି କିମ୍ବା ଫିଲ୍ମରେ ଆମେରିକାର ''ଷ୍ଟାଚୁ ଅଫ ଲିବର୍ଟି''କୁ ଅନେକ ବାର ଦେଖିଥିବେ । କିନ୍ତୁ ଆପଣ କେବେ ଚକୋଲେଟରେ ତିଆରି ଷ୍ଟାଚୁ ଅଫ ଲିବର୍ଟି ଦେଖିଛନ୍ତି କି । ଆମେ ଆଜି ଚକୋଲେଟର ''ଷ୍ଟାଚୁ ଅଫ ଲିବର୍ଟି'' ଦେଖାଇବାକୁ ଯାଉଛୁ । ଯାହାକୁ ଆପଣ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।…