Browsing Tag

cholesterol free brown rice

କୌଣସି ବି ଚାଉଳ ନୁହେଁ ସୁଗର ଫ୍ରି , ବାଉନ୍ ରାଇସ୍ କୋଲେଷ୍ଟ୍ରଲ ମୁକ୍ତ ଦାବି ମଧ୍ୟ ମିଛ

ବଜାରରେ ଅଧିକ ଦାମରେ ବିକ୍ରି ହେଉଥିବା ବ୍ରାଉନ୍ ରାଇସକୁ ନେଇ ଦାବି ହୁଏ ଯେ ଏହା ସୁଗର ଫ୍ରି ଏବଂ ଏଥିରେ କୋଲେଷ୍ଟ୍ରଲ୍ ମାତ୍ରା କମ୍ ରହିଛି । କିନ୍ତୁ ଏହାକୁ ଭୁଲ୍ ପ୍ରମାଣିତ କରିଛି ମଦ୍ରାସ୍ ଡାଇବେଟିସ୍ ଫାଉଣ୍ଡେସନର ବିଶେଷଜ୍ଞ । ରିସର୍ଚ୍ଚରୁ ଜଣା ପଡିଛି କୌଣସି ବି ଚାଉଳ ସୁଗର ଫ୍ରି…