Browsing Tag

choreographer punit pathak

ବିବାହ ବନ୍ଧନରେ ବାନ୍ଧି ହେଲେ ପୁନିତ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ

ଜଣାଶୁଣା ଡ୍ଯାନ୍ସର, ଜଜ୍ ତଥା କୋରିଓଗ୍ରାଫର ପୁନିତ ପାଠକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ନିଧି ସିଂଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପୁନିତ ଲୋନାଭଲାରେ ନିଜର ପରିବାର ଏବଂ କିଛି…