Browsing Tag

choudwar jail

ସାରଥିଙ୍କ ଗତିବିଧି ଉପରେ ନଜର ରଖିଛି କ୍ରାଇମ୍‌ବ୍ରାଞ୍ଚ, କୋର୍ଟଙ୍କ ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ ପୋଲିସ

ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ନଜରରେ ରଖିଛି କ୍ରାଇମ୍‌ବ୍ରାଞ୍ଚ । ତାଙ୍କର ଗତିବିଧି ଉପରେ ରଖାଯାଇଛି ନଜର । କୋର୍ଟଙ୍କ ସର୍ତ୍ତ ଅନୁସାରେ ପୋଲିସ କାର୍ଯ୍ୟ କରିବ । ଏ ନେଇ କ୍ରାଇମ୍‌ବ୍ରାଞ୍ଚ ADG ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଗତକାଲି ଚୌଦ୍ୱାର ସର୍କଲ ଜେଲରୁ ମୁକୁଳିଛନ୍ତି ସାରଥି…