Browsing Tag

chowdwar

ଚୌଦ୍ୱାର ଫରେଷ୍ଟରଙ୍କ ନାଁରେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଥାନାରେ ରୁଜୁ ହେଲା

ଚୌଦ୍ୱାର ଫରେଷ୍ଟରଙ୍କ ନାଁରେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ମହିଳା ବନ ଜଗୁଆଳି ଏନେଇ ଥାନାରେ ଅଭିଯୋଗ ଆଣିଛନ୍ତି। କଟକ ଜିଲ୍ଲା ଡାଳିଯୋଡ଼ା ବନଖଣ୍ଡର ଚୌଦ୍ୱାର ଫରେଷ୍ଟର ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ନାଁରେ ରୁଜୁ ହୋଇଛି ମାମଲା। ମହିଳା ଜଗୁଆଳି ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ…

ଚୌଦ୍ୱାର ସ୍ଥିତ ମୁଣ୍ଡାମାଳ ଛକ ନିକଟରେ ଅଟକିଲା ଟ୍ରେନ୍‌, ହୀନସ୍ତା ଭୋଗିଲେ ଯାତ୍ରୀ ଓ ସାଧାରଣ ଲୋକେ

୫୫ ନମ୍ବର ଜାତୀୟ ରାଜପଥର ଉପରେ ଯାଇଥିବା ଟ୍ରେନ୍‌ ଲାଇନରେ ଅଟକିଥିଲା କୋଇଲା ବୋଝେଇ ଟ୍ରେନ୍‌। ଇମ୍ଫା କାରଖାନାକୁ ଆସିଥିବା ଟ୍ରେନ୍‌ କଟକ ଜିଲ୍ଲା ଚୌଦ୍ୱାର ନିକଟ ମୁଣ୍ଡାମାଳ ଛକ ନିକଟରେ ଅଟକିଗଲା। ଫଳରେ ନାହିଁ ନଥିବା ଅସୁବିଧା ଭୋଗିଥିଲେ ଯାତ୍ରୀ। ପାଖାପାଖି ଅଧା ଘଣ୍ଟାରୁ ଅଧିକ ସମୟ…