Browsing Tag

chris hemsworth

କାହିଁକି ଏହି ଅଷ୍ଟ୍ରେଲିୟାନ ଅଭିନେତା ନିଜ ଝିଅର ନାମ ରଖିଲେ ଇଣ୍ଡିଆ ରୋଜ୍‌ ?

ଅଷ୍ଟ୍ରେଲିଆନ୍ ଅଭିନେତା କ୍ରିସ୍ ହେମସୱର୍ଥ କହିଛନ୍ତି ଭାରତ ମୋ ହ୍ରୁଦୟରେ ଅଛି। ମୁଁ ଏବଂ ମୋ ସ୍ତ୍ରୀ ଭାରତକୁ ବହୁତ ଭଲପାଉ। ଅଷ୍ଟ୍ରେଲିଆର ଏହି ଅଭିନେତା ତାଙ୍କ ଝିଅର ନାମ ଇଣ୍ଡିଆନ୍ ରୋଜ୍ ରଖିଛନ୍ତି। ଏହି ଖବର ସିନେପ୍ରେମୀଙ୍କ ସହିତ ସମସ୍ତ ଭାରତୀୟଙ୍କୁ ଗର୍ବ ଓ ଗୌରବର ଅନୁଭୂତି…