Browsing Tag

Christian Eriksen

ୟୁରୋ କପ୍‌ ମ୍ୟାଚ୍‌ ବେଳେ ପଡ଼ିଆରେ ଅଘଟଣ, ଚେତା ହରାଇ ଖସିପଡିଲେ ଡେନମାର୍କର ଲୋକପ୍ରିୟ ଖେଳାଳି କ୍ରିଷ୍ଟିୟାନ…

ଆରମ୍ଭ ହୋଇଛି ୟୁରୋ କପ୍‌ । ପଡିଆରେ ଅଚାନକ ଖସିପଡିଲେ ଖେଳାଳି । ପଡିଆରେ ଚେତା ହରାଇ ଖସିପଡିଲେ ଡେନମାର୍କର ଲୋକପ୍ରିୟ ଖେଳାଳି କ୍ରିଷ୍ଟିୟାନ ଏରିକସନ୍‌ । ଏଭଳି ଦୃଶ୍ୟ ଦେଖି ସ୍ତମ୍ଭୀଭୂତ ହୋଇଗଲେ ଦର୍ଶକ । ପାର୍କିନ ଷ୍ଟାଡିୟମରେ ଡେନମାର୍କ-ଫିନଲ୍ୟାଣ୍ଡ ମଧ୍ୟରେ ଚାଲିଥିଲା ମ୍ୟାଚ୍‌ ।…