Browsing Tag

christmas offer

ଫ୍ଲିପକାର୍ଟରେ ଖ୍ରୀଷ୍ଟମାସର ମେଗା ଅଫର, ଭିଭୋର ଏହି ମଡେଲରେ ରହିଛି ୫,୮୦୫ଟଙ୍କା ପର୍ଯ୍ୟନ୍ତ ଛାଡ୍‌

ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଜବରଦସ୍ତ ଅଫର। ଆଗକୁ ଖ୍ରୀଷ୍ଟମାସ ସହ ନୂଆବର୍ଷ । ଏହାରି ମଧ୍ୟରେ ଲୋକଙ୍କୁ ଖୁସି କରିବା ପାଇଁ ଫ୍ଲିପକାର୍ଟ ନିଜର ଭେରାଇଟି ଜିନିଷ ଉପରେ ବଢ଼ିଆ ଅଫର ରଖିଛି। ଯାହାର ଫାଇଦା ଆପଣ ମାନେ ଉଠାଇପାରିବେ। ତେବେ ଏହାର ସମୟ ସୀମା…