Browsing Tag

chuna benefits

କେବଳ ପାନ ନୁହେଁ, ଶରୀର ପାଇଁ ବେଶ୍‌ ଲାଭଦାୟକ ଚୂନ

ଆପଣମାନେ ପାନରେ ବ୍ୟବହାର କରାଯାଉଥିବା ଚୂନ ବିଷୟରେ ନିଶ୍ଚିତ ଜାଣିଥିବେ। କିନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ସେ ବିଷୟରେ କେବେ ଜାଣିନଥିବେ। ଏହା ଶାରୀରିକ ଏବଂ ମାନସିକ ବିକାର ଦୂର କରିବା ସହିତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚୂନ ହାଡ, ସ୍ମୃତି, ଗର୍ଭଧାରଣ ଏବଂ ନଂପୁସକତା ସହିତ…