ତାଲିବାନ ନେତା ବରାଦରଙ୍କୁ ଭେଟିଲେ ୟୁଏସ୍ ସିଆଇଏ ୱିଲିୟମ ବର୍ନସ, ବଢ଼ିବ କି ଅଗଷ୍ଟ ୩୧ ଡେଡ୍ ଲାଇନ୍
କାବୁଲ : ତାଲିବାନର କଡ଼ା ଆଭିମୁଖ୍ୟ ପରେ ଏବେ ଆମେରିକା ମୁଣ୍ଡର ପଶିଛି ଭୟ । ନିଜର ନାଗରିକଙ୍କୁ ଫେରାଇ ଆଣିବାକୁ ଦିଆଯାଇଥିବା ଅଗଷ୍ଟ ୩୧ ଡେଡଲାଇନ୍ ଆଉ ମାତ୍ର ୭ ଦିନ ଥିବା ବେଳେଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତାଲିବାନର ମୁଖ୍ୟଙ୍କୁ ଭେଟିବା ପାଇଁ ଦେଶର ସର୍ବୋଚ୍ଚ ଗୁପ୍ତଚର…